ଓଡ଼ିଶା ଅଣ ଗେଜେଟେଡ଼ ବନସେବା ସଂଘ ର ୯ମ ବାର୍ଷିକ ଉତ୍ସବ ପାଳିତ ରେ ସଂଘ ସଭାପତି ଚୟନ

କୋଶଲ ନ୍ୟୁଜ୍ ବ୍ୟୁରୋ : ଉମରକୋଟ -ଆଜି ନବରଙ୍ଗପୁର ଜିଲ୍ଲାର ଉମରକୋଟ ଫରେଷ୍ଟ୍ ବଙ୍ଗଳା ଠାରେ କୋରାପୁଟ, ମାଲକାନଗିରି,ରାୟଗଡ଼ା,କଳାହାଣ୍ଡି ଜିଲ୍ଲା କର୍ମକର୍ତ୍ତା ଉପସ୍ଥିତିରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ନବରଙ୍ଗପୁର ଜିଲ୍ଲାର ବନବିଭାଗ ଅଧିକାରୀ ଶ୍ରୀ ମଗର ଧନଜୀ ,ଙ୍କ ଉପସ୍ଥିତି ରେ କାର୍ଯ୍ୟ କ୍ରମ ଶୁଭାରମ୍ଭ ହୋଇଥିଲା ।ଏହି କାର୍ଯ୍ୟକ୍ରମ ରେ ୧୧ଦଫା ଦାବିପତ୍ର ଉଲ୍ଲେଖ କରିଛନ୍ତି ସମସ୍ତ ବନ ବିଭାଗ କର୍ମଚାରୀ ମାନେ ଏବଂ ଲିଖିତ ମାଧ୍ୟମ ରେ ରାଜ୍ୟ ସରକାର ଙ୍କୁ ଦାବି କରିଛନ୍ତି ।

ଏହି କାର୍ଯ୍ୟକ୍ରମ ପରେ ସଂଘ ପକ୍ଷରୁ ସଭାପତି, ସମ୍ପାଦକ, କଷଧକ୍ୟ, ପଦ ଚୟନ କରାଯାଇଥିଲା ସଭାପତି ଭାବେ ଶ୍ରୀ ମଳୟ ମଲ୍ଲିକ ଙ୍କୁ ନିର୍ବାଚିତ କରାଯାଇଥିଲା ବିପୁଳ କର୍ମଚାରୀ ମାନେ ସମର୍ଥନ କରି ଥିଲେ । ଶ୍ରୀ ଗଭିନ୍ଦ୍ ନାୟକ (ସେକ୍ରେଟାରୀ),ଶ୍ରୀମତୀ ସ୍ଥିତି ପ୍ରଜ୍ଞା ତ୍ରିପାଠୀ (କସାଧକ୍ୟ) ଭାବେ ନିର୍ବାଚିତ ହୋଇଥିଲେ ।

Comments (0)
Add Comment