ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଙ୍କ ଜୟନ୍ତୀ ପାଳିତ

କୋଶଲ ନ୍ୟୁଜ୍ ବ୍ୟୁରୋ: ଡାବୁଗାଁ ବ୍ଲକ ବିଜେପି ତରଫରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଙ୍କ ଜୟନ୍ତୀ ପାଳନ କରାଯାଇଛି। ଏହି ଅବସରରେ ଡାବୁଗାଁ ମଣ୍ଡଳ ସାଧାରଣ ସଂପାଦକ ମହେଶ ପାତ୍ର ଙ୍କ ବାସ ଭବନରେ ପାଳିତ ଅଟଳ ଜୟନ୍ତୀ ରେ ଉପସ୍ଥିତ ରହି ଜିଲ୍ଲା ବିଜେପି ଉପ-ସଭାପତି ଶ୍ରୀ ଜୟନ୍ତ କୁମାର ପାତ୍ର ଅଟଳ ଜୀ ଙ୍କ ଆଦର୍ଶ ପୂର୍ଣ୍ଣ ଜୀବନ ଉପରେ ଆଲୋଚନା କରିଥିଲେ ।
Comments (0)
Add Comment