ମୋତିଗାଁ ରେ କ୍ରିକେଟ ଟୁର୍ଣ୍ଣାମେଂଟ 2021 ଅନୁଷ୍ଠିତ

କୋଶଲ ନ୍ୟୁଜ୍ ବ୍ୟୁରୋ : ନବରଙ୍ଗପୁର;-ମୋତିଗାଁ ରେ କ୍ରିକେଟ ଟୁର୍ଣ୍ଣାମେଂଟ 2021 ଅନୁଷ୍ଠିତ ହଇଯାଇଛି । ଏହି ଟର୍ଣ୍ଣାମେଂଟ ଆୟୋଜନ କରିଥିଲେ ମାଁ ଖମ୍ବେଶ୍ୱରି କ୍ରିକେଟ କ୍ଳବ । ମୋତିଗାଁ ନେଙ୍ଗି ଷ୍ଟାଡିୟମ ଠାରେ ଏହି ଟୁର୍ଣ୍ଣାମେଣ୍ଟ ଚାଲିଥିଲା । ଅତିଥି ବିଭାବରେ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ସରପଞ୍ଚ ଚେଁନ୍ ସିଂ ପୂଜାରୀ ମୋତିଲାଲ୍ ସାହୁ ବିଶ୍ୱ ରଂଜନ ପଣ୍ଡା ଭୁବନେ ବେଶ୍ରା ,କ୍ଷମାନିଧି ବେଶ୍ରା କେଦାର ମାଝୀ, କୁନୁ ବେଶ୍ରା ଗୁପ୍ତେଶ୍ୱର ସାହୁ,ମୁନା ବେଶ୍ରା ପ୍ରଥମ ପୁରଷ୍କାର- 15000 ଦ୍ୱିତୀୟ- 10000 ରଖାଯାଇଥିଲା ଖେଳ-ରେ ଚାମ୍ପିଆନ- ଚନ୍ଦାହାଣ୍ଡି ଟାଉନ ଟିମ ଏବଂ ରନର- ଚନ୍ଦାହାଣ୍ଡି ବିଗ୍ ଷ୍ଟାର୍ ।ଚନ୍ଦାହାଣ୍ଡି ଟାଉନ ପ୍ରଥମେ ବ୍ୟାଟିଂ ନିର୍ଦ୍ଧାରିତ ଓଭରରେ 177 ରନ, ପୋୖରଶ- 106 (38), ଜବାବରେ ଚନ୍ଦାହାଣ୍ଡି ଵିଗ୍ ଷ୍ଟାର୍ ସମସ୍ତ ଉଇକେଟ ହରେଇ 68 ରନ୍ ହିଁ ସଂଗ୍ରହ କରିପାରିଥିଲା। ମ୍ୟାନ ଅଫ ଦି ମ୍ୟାଚ – ପୌରଷ୍ ମାଝୀ ପାଇଥିବା ବେଳେ ମ୍ୟାନ ଅଫ ଦି ସିରିଜ- ଗୋପାଳ ତ୍ରିପାଠୀ ଙ୍କୁ ମିଳିଥିଲା ।

ଏହି କାର୍ଯ୍ୟକ୍ରମକୁ ପରିଚାଳନ କରିଥିଲେ ମହେଶ୍ୱର ଦାସ , ଭାଷ୍ୟକାର ସୌରି ରଂଜନ ସାହୁ ,ଗଣେଶ ଦାସ ,କ୍ଷେତ୍ର ମୋହନ ସାହୁ ,ଯୋଗେନ୍ଦ୍ର ବେଶ୍ରା, ସ୍କୋରର ଦେବେନ୍ଦ୍ର ବେଶ୍ରା ଓ ତୁଷାର ,ଆଶିଷ ବେଶ୍ରା ଆମ୍ପାୟାର ଭାବେ ଗୋକୁଳ ବେଶ୍ରା ଓ ଗୋପାଳ ତ୍ରିପାଠୀ । ସହଯୋଗ- ପିଙ୍କୁ, ଟୁନା , ରତି, ମୁକେଶ , ରତ୍ନାକର , ଭଞ୍ଜ ପ୍ରକାଶ , ଦୀପକ,ଉଦିତ,ଦୁଶ୍ମନ୍ତ,ଇନ୍ଦ୍ରଜିତ୍, ଦିବ୍ୟ ,ପପୁ , ଗୋଲାପ, ନରୋତ୍ତମ୍ , ଓ ମା ଖମ୍ବେଶ୍ୱରି କ୍ରିକେଟ କ୍ଳବ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।
Comments (0)
Add Comment