ଓକିଲ ସଂଘ ପାଳନ କଲେ ଉତ୍କଳ ଦିବସ

ପବିତ୍ର ଉତ୍କଳ ଦିବସ ପାଳନ ଅବସରରେ , ଦିନ 11 ଘଣ୍ଟା ସମୟରେ ଉମରକଟ ଓକିଲ ସଙ୍ଘ ପରିସରରେ ଥିବା ମଧୁବାବୁ ଙ୍କ ପ୍ରତିମୁର୍ତ୍ତୀ ରେ ପୁଷ୍ପ ମାଲ୍ୟାର୍ପଣ କରାଗଲା ଏବଂ ଭାଷାଭିତିକ ରାଜ୍ୟ ଓଡ଼ିଶା ଗଠନ କରିବା ରେ ଯେଉଁ ମହିୟସୀ ମହାପୁରୁଷ ଙ୍କ ର ସଂଘର୍ଷ,ତ୍ୟାଗ ଓ ବଳିଦାନ ରହିଥିଲା ସେମାନଙ୍କୁ ପ୍ରଣାମ ଲରିଥିଲେ। ଏହି ସମୟରେ ଓକିଲ ସଂଘର ସଭାପତି ତପନ ଦେବନାଥ, ସମ୍ପାଦକ ସାନ୍ତୁନୁ ବାହିନିପତି ଏବଂ ବହୁ ସଂଖ୍ୟାରେ ଓକିଲ ଭାଇ ମାନେ ଉପସ୍ଥିତ ଥିଲେ । ପବିତ୍ର ଉତ୍କଳ ଦିବସ ଅବସରରେ ସମସ୍ତ ସ୍ୱାଭିମାନି ଓଡ଼ିଆ ମାନଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଥିଲେ ଓକିଲ ସଂଘ ସଭାପତି ତପନ ଦେବନାଥ ଏବଂ ସମ୍ପାଦକ ସନ୍ତୁନୁ ବାହିନୀପତି।

Comments (0)
Add Comment