କୋରନା ମୁକ୍ତ ହେଲା ଡାବୁଗାଁ

ଡାବୁଗାଁ (କୋଶଲ ନ୍ୟୁଜ୍) ନବରଙ୍ଗପୁର:- କିଛିଦିନ ହେବ ଡାବୁଗାଁ ବ୍ଲକରେ କୋରନା ପଜିତିବ କେଶ ହାର କମିବାରେ ଲାଗିଛି ।ଆଜି ଗୋଟିଏ ବି କୋରନା ପଜିଟିବ ଛିନ୍ନଟ ହେଇ ନାହାନ୍ତି ଡାବୁଗାଁ ବ୍ଲକ ରେ ।କିନ୍ତୁ ବର୍ତ୍ତମାନ ଅନଲୋକ ହେବା ପରେ କିଛି ବ୍ୟବସାୟୀ ପତିଷ୍ଠାନ ଏବଂ ଷ୍ଟେଟ ବ୍ୟାଙ୍କ, କିଛି କିସ୍କ ବ୍ୟାଙ୍କ ସମ୍ମୁଖରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି ।ଯଦି ବର୍ତ୍ତମାନ କୋରନା କଟକଣାକୁ ନ ମାନି ପୁଣି ଭିଡ଼ ଜମାଇବା ବା ମାସ୍କ ନ ପିନ୍ଧି ବଜାରରେ ବୁଲା ବୁଲି କରିବା, ସାମାଜିକ ଦୂରତା ପ୍ରତି ଧ୍ୟାନ ନଦେବା ତାହା ହେଲେ ।ଆଗାମୀ ଦିନରେ କରନା ସଂକ୍ରମଣ କମିବା ବଦଳରେ ବାଡିବାକୁ ଲାଗିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ସ୍ଥାନୀୟ ପ୍ରଶାସନ ଏଥିପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ବୁଦ୍ଧିଜୀବି ମହଲରେ ଆଲଚନା ହେଉଛି କାରଣ ଆଗାମୀ ଦିନରେ ଯେଉଁ ତୃତୀୟ ଲହର ଆସିବାର ସମ୍ଭାବନା ରହୁଛି ଏହା ଖାସ କରି ଚୋଟ ପିଲାମାନଙ୍କୁ ବହୁତ ପ୍ରଭାବ ପକାଇବ ବଳି ବୁଶେଷଜ୍ଞ ମାନେ ମତବ୍ୟକ୍ତ କରିଛନ୍ତି ।କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଏଥି ପାଇଁ ପୂର୍ବରରୁ ପ୍ରସ୍ତୁତି ମଧ୍ୟ ଅରମ୍ବ କରିଦେଲବନି ।ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସାଧାରଣ ଜନତା ମଧ୍ୟ ସରକାରଙ୍କୁ ପୂର୍ଣ୍ଣ ସହଯୋଗ କରିବାର ଆବଶ୍ୟକତା ରହିଛି ।

Comments (0)
Add Comment