ବିଜୁ ଜନତା ଦଳ ପକ୍ଷରୁ ଡାକ୍ତର ମାନଙ୍କୁ ସମ୍ମାନିତ

ନବରଙ୍ଗପୁର (କୋଶଳ ନ୍ୟୁଜ୍)ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବିଜେଡି ସଭାପତି ଅଜିତ ପ୍ରଧାନ ଙ୍କ ଅଧକ୍ଷତା ରେ ଗତ କାଲି ସନ୍ଧ୍ୟା ରେ ଗୁଲିପାଟଣା ସ୍ଥିତ ଚନ୍ଦନ ବେହେରା ଙ୍କ ବାସ ଭବନ ରେ ଉମରକୋଟ ଗୋଷ୍ଠୀ ସ୍ୟାସୁ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଅଭିନାଶ ମହାନ୍ତି ଓ ପୂଜାରୀ ଗୁଡା ଗୋଷ୍ଠି ସ୍ୟାସୁ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଅନୁରାଗ ମଲିକ ଙ୍କୁ ଉମରକୋଟ ବିଜୁ ଜନତା ଦଳ ପକ୍ଷରୁ ସମ୍ମାନିତ କରାଯାଇଥିଲା ଓ ଶ୍ରୀ ଅଜିତ ପ୍ରଧାନ କହିଛନ୍ତି ଯେ କରୋନା ସମୟ ରେ ଡାକ୍ତର ମାନେ ନିଜ ଜୀବନକୁ ବାଜି ଲଗାଇ ରୋଗୀ ସେବା କରୁଥିବାରୁ ବହୁ ମାତ୍ର ରେ କରୋନା ଦୂର ହୋଇ ପାରିଛି ବୋଲି କହିଛନ୍ତି ପ୍ରକୃତ ରେ ଡ଼କ୍ଟର ହିଁ କୋରାନ ଯୋଦ୍ଧା ସେଥ୍ ପାଇଁ ଡ଼ାକ୍ଟର ଦିବସ ରେ ବିଜୁ ଜନତା ଦଳ ପକ୍ଷରୁ ଏହି ଡାକ୍ତର ମାନଙ୍କୁ ସମ୍ମାନ କରାଯାଇ ଥିଲା ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲା ଛାତ୍ର ଉପ ସଭାପତି ହିମାଂଶୁ ଜେନା, ଉମରକୋଟ ଯୁବ ସଭାପତି ଭିକି ନାୟକ, ଯୁବ ନେତା ଚନ୍ଦନ ବେହେରା, ସୁଶାନ୍ତ ପରିଡା, ସମୀର ପତି,ତଫାନ ପ୍ରଧାନ, ଗୁଡ଼ୁ ସେଠି ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment