ଚାଷି ଓ ମାଲିକର ଅସାବଧାନତା ଯୋଗୁଁ ଜମିଭିତରେ ଥିବା କୂଆଁ ରେ ପଡ଼ିଲା ଗାଈ

ବି :ଦ୍ର:-କୂଅଁ ଭିତରୁ ରୁ ଗାଈ କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ
ନବରଙ୍ଗପୁର :- ଝାଲିଆଗୁଡା ଗ୍ରାମର ଦେଖିବାକୁ ମିଳିଛି ଏକ ଅଭାବ ନିୟ ଘଟଣା ନାରାୟଣ ଗୌଡଙ୍କ ଜମିରେ ଚାଷ କାମ ପାଇଁ ଏକ କୂଅଁଖାଲ ଯାଇଥିଲା l ଦୈବାତ୍ ଆଜି ଡାବୁଗାଁ ମୁନା ସାନ୍ତାଙ୍କ ଗାଈ ଘାସ ଚରି ଚରି ଜମିରେ ଥିବା କୂଅ ପାଖକୁ ପାଣି ପିଇବାକୁ ଆସି କୂଅ ଭିତରକୁ ଖସି ପଡିଥିଲା l ପାଣିରୁ ଗାଈକୁ କଡ଼ିବା ପାଇଁ ଚେଷ୍ଟା କରି ଗ୍ରାମବାସୀ ବିଫଳ ହେବା ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ଏଵଂ ଅଗ୍ନିଶମ କର୍ମଚାରୀ ତତ୍ କ୍ଷଣାତ୍ ଘଟଣା ସ୍ଥଳରେ ପହଞ୍ଚି କୂଅଁ ରୁ ଗାଈକୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରି ଗୋ ସମ୍ପଦର ଜୀବନ ବଞ୍ଚାଇ ଥିଲେ l ଜମି ମଧ୍ୟରେ ଏଭଳି ଖୁଲା ମେଳରେ କୂଅଁ ଖଲି ଚାଷି ଛାଡ଼ିଦେବା ଫଳରେ ନିରୀହ ଯିବ ଜନ୍ତୁ ଙ୍କ ଜୀବନ ମଧ୍ୟ ବାଜିରେ ଲାଗୁଚି ତେଣୁ ଏଥିପ୍ରତି ଜମି ମାଲିକ ମାନେ ଧ୍ୟାନ ଦେବା ଆବଶ୍ୟକ ରହିଛି।ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

Comments (0)
Add Comment