ମାଓବାଦୀ ଙ୍କ ଦ୍ଵାରା ବ୍ୟାନର ଲଗେଇ ରାସ୍ତା ଅବରୋଧ

ନବରଙ୍ଗପୁର ଜିଲ୍ଲା ସୀମାନ୍ତବର୍ତ୍ତି ରାଇଘର ବ୍ଲକ ଠାରୁ ପନ୍ଦର କିଲୋମିଟର ଓ ହତିଗାଁ ମୁଖ୍ୟ ରାସ୍ତା ଠାରୁ ପାଞ୍ଚ କିଲୋମିଟର ପୂର୍ବରୁ ଥିବା ପୁଞ୍ଜି ଡ଼ଙ୍ଗରି  ପାଖରେ ଆଜି ଭୋର ସକାଳୁ  ମାଓ ବ୍ୟାନର,  ଲିଫ୍ଲେଟ ଏବଂ କିଛି ତାର ବିଛାଇ ଏକ କେଟଲି ରେ ସଂଯୋଗ କରିଥିବା  ଦେଖିବାକୁ ମିଳିଛି। ଏହି ବ୍ୟାନର ରେ ଜଙ୍ଗଲ କଟା କୁ ଦୃଢ଼ ନିନ୍ଦା କରିଛନ୍ତି ଏବଂ ଜଙ୍ଗଲ କଟା ବନ୍ଦ କରାନଗଲେ  ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ମେନପୁର ନୂଆପଡା ମାଓ କମ୍ୟୁନିଷ୍ଟପାର୍ଟି ପକ୍ଷରୁ ଚେତାବନୀ ଦେଇଛନ ।

Comments (0)
Add Comment