ନବରଙ୍ଗପୁର ଜିଲ୍ଲା ରେ ବାଲୁକା ଶିଳ୍ପୀ

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ମେଦନା ସ୍କୁଲ ରେ ଜଣେ ଛାତ୍ର 22 ମାର୍ଚ୍ଚ କୁ ବିଶ୍ୱ ଜଳ ଦିବସରେ ଏକ ସୁନ୍ଦର ବାଲୁକରେ ନିର୍ମିତ ଭଗବାନ ଶିବଙ୍କର ପ୍ରତି ଛବି ଆଙ୍କିଛନ୍ତି l ମେଦନା ଗ୍ରାମର ବାଲୁକା ଶିଳ୍ପୀ ଗୋପୀନାଥ ଭତରା ଓ ତାଙ୍କ ସାଥି ରୋହିତ ସlନ୍ତା ଓ ପାପଡାହାଣ୍ଡି ସ୍ଥିତ ମାଝୀ ଗୁଡା ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ବାବୁଲାଲ ହରିଜନ ଓ ଅନ୍ୟ ଛାତ୍ରଙ୍କ ସହ 22 ମାର୍ଚ୍ଚ ବିଶ୍ୱ ଜଳ ଦିବସରେ ଜଳହିଁ ଜୀବନ ଜଳକୁ କିପରି ଉତ୍ତମ ଭାବେ ବ୍ୟବହାର କରିବା ଆବଶ୍ୟକ ଅନୁଯାଇ ଜଳକୁ ବ୍ୟବହାର କରିବା ଜଳକୁ ନଷ୍ଟ ନକରିବା ଜଳ ବିନା ବଞ୍ଚିବା ଅସମ୍ଭବ ଏହି ସବୁ ବିଷୟରେ ସଚେତନତା କରିବା ସହ ଜନ ସମାଜକୁ ଏକ ବାର୍ତ୍ତା ଦେଇଛନ୍ତି l

Comments (0)
Add Comment