ଡାବୁଗାଁ ରେଞ୍ଜେରଙ୍କ ଅନୁପସ୍ଥିତି ରେ ୭୨ତମ ବନ ମହୋତ୍ସବ ସପ୍ତାହ ପାଳିତ

ନବରଙ୍ଗପୁର (କୋଶଲ ନ୍ୟୁଜ୍) ନବରଙ୍ଗପୁର ଜିଲ୍ଲା :- ଡାବୁଗାଁ ବ୍ଲକରେ ଥିବା ଅଗ୍ନିଶମ କେନ୍ଦ୍ରଠାରେ ଡାବୁଗାଁ ରେଞ୍ଜେରଙ୍କ ଅନୁପସ୍ଥିତି ରେ ୭୨ତମ ବନ ମହୋତ୍ସବ ସପ୍ତାହ ପାଳିତ ।ଡାବୁଗାଁ ଅଗ୍ନିଶମ ବାହିନୀର କାର୍ଯ୍ୟକାର୍ତ୍ତା ମାନେ ଏବଂ ବନବିଭାଗର ଅଧିକାଂଶ କର୍ମଚାରୀ ଉପସ୍ଥିତ ଥିଲେ କେବଳ ଡାବୁଗାଁ ରେଞ୍ଜର ଉପସ୍ଥିତ ନଥିଲେ ପ୍ରାୟତଃ ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ବୃକ୍ଷ ରୋପଣ କରାଯାଇଥିଲା । ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

Comments (0)
Add Comment