କୋଶଲ ନ୍ୟୁଜ୍ ର ମହାପ୍ରଭାବ

କୋଶଲ ନ୍ୟୁଜ୍ : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ୍ ଅନ୍ତର୍ଗତ ବି.ଏମ ସେମଳା ଗ୍ରାମ ପଞ୍ଚାୟତ ର ଦୁରାଗାଁ, ଝାଡ଼ସେମଳା ଆଦି ଗ୍ରାମରେ ଥିବା ଜଳ ଯୋଗାଣ ପ୍ରକଳ୍ପ ଗୁଡ଼ିକ ରେ ବିଦ୍ୟୁତ ସଂଯୋଗ ହୋଇପାରୁନଥିବା ବିଷୟ କୋଶଲ ନ୍ୟୁଜ୍ ରେ ପ୍ରସାରଣ ହେବା ପରେ ବିଦ୍ୟୁତ ବିଭାଗ ତତ୍ପରତା ଦେଖାଇଛି । ବିଭାଗୀୟ କର୍ମଚାରୀ ମାନଙ୍କ ଦ୍ବାରା ବିଦ୍ୟୁତ୍ ଯୋଗାଣ ରେ ଯେଉଁ ଭଳି ଭାବରେ ଲୁଚକାଳି ଖେଳ ଚାଲିଥିଲା ତାହା ସମ୍ପୁର୍ଣ୍ଣ ଭାବେ ବନ୍ଦ ହୋଇ,ବିଦ୍ୟୁତ୍ ଯୋଗାଣ ରେ ସ୍ବଭାବିକ ହୋଇଥିଲା । ଏବେ ଗ୍ରାମବାସୀ ପାନୀୟ ଜଳ ସୁବିଧା ରେ ପାଇପାରିଛନ୍ତି ତେଣୁ କଶୋଲ ନ୍ୟୁଜ୍ କୁ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି ।

Comments (0)
Add Comment