ନବରଙ୍ଗପୁର ଜିଲ୍ଲା ପାଇଁ ୟେଲ ୱାର୍ଣ୍ଣି ଜାରି

ନବରଙ୍ଗପୁର :- ନବରଙ୍ଗପୁର ଜିଲ୍ଲା ପାଇଁ ୟେଲ ୱାର୍ଣ୍ଣି ଜାରି ବଜ୍ରପାତ ଏବଂ ହାଲୁକା ବର୍ଷାର ସମ୍ଭାବନା ଅଛି। ନବରଙ୍ଗପୁର ସମେତ ମାଲକାନଗିରି, କୋରାପୁଟ ଜିଲ୍ଲା ରେ ଏବଂ ପରବର୍ତ୍ତୀ ସମୟରେ ତିନି ଘଣ୍ଟା ବର୍ଷା ର ସମ୍ଭାବନା ଅଛି| ଲୋକଙ୍କୁ ପାଣିପାଗ ଉପରେ ନଜର ରଖିବାକୁ ଏବଂ ସେହି ଅନୁଯାୟୀ ବଜ୍ରପାତରୁ ରକ୍ଷା କରିବା ପାଇଁ ପ୍ରଶାସନ ତରଫରୁ ନିରାପଦ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି। ଡ୍ୟୁଟି ଅଫିସର ପାଣିପାଗ କେନ୍ଦ୍ର, ଭୁବନେଶ୍ୱର । ନବରଙ୍ଗପୁର ଜିଲ୍ଲା ପାଇଁ ବଜ୍ରପାତ ଏବଂ ବଜ୍ରପାତ ସତର୍କ ସୂଚନା .. ସମସ୍ତ ଘରୋଇ ପଶୁମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖିବା, ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି।

Comments (0)
Add Comment