ଯୁବ ହିନ୍ଦୁ ମହାସଂଘ ନବରଙ୍ଗପୁର ଜିଲ୍ଲା କାର୍ଯ୍ୟକାରୀ ବୈଠକ

ନବରଙ୍ଗପୁର (କୋଶଲ ନ୍ୟୁଜ୍) କୋଷାଗୁମୁଡା ବ୍ଲକ ଅନ୍ତର୍ଗତ କୋଟାଗାଁ ରେ ନବରଙ୍ଗପୁର ଜିଲ୍ଲା ଯୁବ ହିନ୍ଦୁ ମହାସଂଘ ର କାର୍ଯ୍ୟକାରିଣୀ ବୈଠକ ଯୁବ ହିନ୍ଦୁ ମହାସଂଘ ଜିଲ୍ଲା ସଭାପତି ଭଦେଵ ଗୌଡ଼ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରୀୟ ସମିତି ପ୍ରମୁଖ ଜୟନ୍ତ କୁମାର ପାତ୍ର, ସମ୍ମାନନୀୟ ଅତିଥି ଭାବେ, କେନ୍ଦ୍ରୀୟ ମାର୍ଗଦର୍ଶକ ମଣ୍ଡଳୀ ଅଧ୍ୟକ୍ଷ ବ୍ରହ୍ମଅବଧୂତ ସୌଭାଗ୍ୟ ବାବା,ଛତିଶଗଡ ପ୍ରମୁଖ ବାସୁଦେବ ବାବା, ଆଇନ୍ ପରାମର୍ଶଦାତା ଅରୁଣ ପ୍ରସନ୍ନ ନାୟକ,ଭବାନୀ ବାହିନୀ ପ୍ରମୁଖ ଅମ୍ବିକା ପ୍ରଧାନ, ଏବଂ ଦକ୍ଷିଣ ଓଡ଼ିଶା ପ୍ରମୁଖ ସ୍ବାଗତୀକା ସାମନ୍ତରାୟ ଯୋଗଦାନ କରିଥିଲେ। ହିନ୍ଦୁ ମହାସଂଘ ର ଅବିବୃଦ୍ଧୀ , ଅଖଣ୍ଡ ହିନ୍ଦୁ ରାଷ୍ଟ୍ର ନିର୍ମାଣ ଏବଂ ମଠ ମନ୍ଦିର ଗୁଡିକ ର ସୁରକ୍ଷା ଉପରେ ଆଲୋଚନା ହୋଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଅବିଭକ୍ତ କୋରାପୁଟ ଜିଲ୍ଲା ଯୁବ ହିନ୍ଦୁ ମହାସଂଘ ସଂଯୋଜକ ସୁଭେନ୍ଦୁ ସାମନ୍ତରାୟ, ନବରଙ୍ଗପୁର ଜିଲ୍ଲା ସଭାପତି ପେଣ୍ର୍ରା ପ୍ରସାଦ ନାୟକ, ଗୋପବନ୍ଧୁ ବିଷୟୀ, ଦୟାସିନ୍ଧୁ ଭତ୍ରା, ଗୋ ଭକ୍ତ ନବିନ ପନ୍ନକା, ଅନୁସୁଚିତ ଜାତି ସଂଘ ର ଜିଲ୍ଲା ସଭାପତି ତଥା ବିଶିଷ୍ଟ ରାଷ୍ଟ୍ର ପ୍ରେମୀ ରାଜେନ୍ଦ୍ର ଭକ୍ତ, ନନ୍ଦାହାଣ୍ଡି ପ୍ରମୁଖ ରାଜେଶ ନିଗି, ଶାରୀରିକ ପ୍ରମୁଖ ବିଷିକେଷନ ଛତ୍ରୀଆ, ଯୁବ ହିନ୍ଦୁ ମହାସଂଘ ସସିଆଲ ମିଡ଼ିଆ ପ୍ରଭାରୀ ଗୋରା ହରିଜନ, ବିଶ୍ବଜିତ ଦାସ,ଲକ୍ଷ୍ମୀକାନ୍ତ ଗଣ୍ଡା, କୈଳାଶ ନାୟକ, ସୁନ୍ଦର ଭତ୍ରା , ଗୋବିନ୍ଦ ଦାସ, ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

Comments (0)
Add Comment