+2 ପରୀକ୍ଷା ଫଲ ପ୍ରକାଶ ପାଇଁ ପ୍ରସ୍ତୁତି

ରାଜ୍ୟ ସରକାର ଏବଂ ଉଚ୍ଚତ୍ତମ ନ୍ୟାୟାଳୟ ର ନିର୍ଦେଶ ଅନୁସାରେ ଚଳିତ ବର୍ଷ +2 ବାର୍ଷିକ ପରୀକ୍ଷା ଫଲ ବିନା ପରୀକ୍ଷା ରେ ମାଟ୍ରିକ ମାର୍କ ଆଧାର ରେ କରାଯିବାକୁ ନିଷ୍ପତି ହୋଇଛି | ପ୍ରତି ମହାବିଦ୍ୟାଳୟ ମାନଂକୁ ଛାତ୍ର ଛାତ୍ରୀ ଙ୍କ ମାର୍କ ସ୍ୱଚ୍ଛତା ଆଧାର ରେ କରିବାକୁ କୁହାଯାଇଛି | ମହାବିଦ୍ୟାଳୟ ର ଅଧ୍ୟକ୍ଷ ମାନେ ଠିକ ସମୟରେ ମାର୍କ ଅପଲୋଡ଼ କରିବାକୁ କୁହାଯାଇଛି |ଯେମିତି କୌଣସି ଅସୁବିଧା ନ ହୁଏ ଚଳିତ ମାସ ଶେଷ ସୁଦ୍ଧା ପରୀକ୍ଷା ଫଲ ପ୍ରକାଶ କରାଯିବ |

Comments (0)
Add Comment