ସୀମା ସୁରକ୍ଷା ବାହିନୀଙ୍କ ଦ୍ୱାରା ସିବିକ୍ କାର୍ଯ୍ୟକ୍ରମ

କୋଶଲ ନ୍ୟୁଜ୍ ବ୍ୟୁରୋ : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ତୋଲଝିରି ଗ୍ରାମ ପଞ୍ଚାୟତ ର, କାଙ୍ଗ ତୁମ୍ୱା, ଓ ଉପର ପଡ଼ି଼ଖାଲ , ଗ୍ରାମରେ କାଶୀପୁର ସ୍ଥିତ (68) ସୀମା ସୁରକ୍ଷା ବାହିନୀ ଙ୍କ ଦ୍ୱାରା ଏକ ଜୋନ ସମ୍ପର୍କ ବା ସିବିକ ଏକ୍ସନ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା,

ଏହିି କାର୍ଯ୍ୟକ୍ରମରେ ସିମସୁରକ୍ଷା ବାହିନୀର ଡେପୁଟି କୋମାଣ୍ଡେଣ୍ଟ ଡ଼କ୍ଟର କୁଳବିନ୍ଦେର ପୋୖଲ ଓ  ଶ୍ରୀ ଅଶୋକ କୁମାର ଭେର୍ମା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ, ଏବଂ ଯବାନ ମାନେ ସହଯୋଗ କରିଥିଲେ,
ସୀମା ସୁରକ୍ଷା ବାହିନୀଙ୍କ ଦ୍ୱାରା ଏହି ଦୁଇଟି ଗ୍ରାମର ଲୋକଙ୍କୁ ଓ କିଛି ଭଲିବଲ ଖେଳାଳିଙ୍କୁ ବଲ୍, ନେଟ, ଶାଢ଼ୀ, ଚପଲ, ଲୁଙ୍ଗି, ନାଇଟୀ, ଓ ଶାରୀରିକ କର୍ମଣ୍ୟ ବାଡ଼ି ବାଣ୍ଟିଥିଲେ, ଓ ଶେଷରେ ଗ୍ରାମର ପରିମଳ ସୋଫା ରଖିବାକୁ ଲୋକଙ୍କୁ ସଚେତନାର ବାର୍ତା ଦେଇଥିଲେ !
Comments (0)
Add Comment