ବିଦ୍ୟାଳୟ ସ୍ତରୀୟ ଭାଷା ଓ ସାହିତ୍ୟ ସୃଜନସିଳତା ଉତ୍ସବ

ରାୟଗଡା(କୋଶଲ ନ୍ୟୁଜ୍):-ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବିଦ୍ୟାଳୟ ସ୍ତରୀୟ ଭାଷା ଓ ସାହିତ୍ୟ ସୃଜନସିଳତା ଉତ୍ସବ ସହ
ନେତାଜୀ ଜୟନ୍ତୀ ପାଳନ କରାଯାଇଥିଲା ! ଏଥିରେ ପୁସ୍ତକ ମେଳା ସହ ସାଂଶୁକୃତିକ କାର୍ଯ୍ୟକ୍ରମ ଆୟଜନ ହେଇଥିଲା ! ଏଥିରେ ମୁଖ୍ୟ ଅତୀତି ଭାବେ କାଶୀପୁର ବ୍ଲକ ଶିକ୍ଷା ଅଧିକାରୀ ସୁଶ୍ରୀ ଦିପ୍ତିମୟୀ ସିଂ, ସମାନ ନୀୟ ଅତିଥି ଭାବେ ମ ସ୍କୁଲ ର ସଭାପତି ନୀଳକଣ୍ଠ ଦାସସମ୍ଫି , ଉପ ସଭାପତି ଜ୍ଞାନସ୍ୱାମୀ ବେଦ୍ୟ ଯୋଗଦାନ ଦେଇଥିଲେ ! ଏହି ଉତ୍ସବରେ ପ୍ରାୟ 500 ରୁ ଉର୍ଧ ଛାତ୍ର ଛାତ୍ରୀ ଯୋଗଦାନ ଦେଇଥିଲେ ! ସାହିତ୍ୟ ସୃଜନସିଳତା ରେ ପ୍ରଥମ ପୁରସ୍କାର ଦିବ୍ୟଜ୍ୟୋତି ନାୟକ , ଦୂତୀୟ ପୁରସ୍କାର ଦିଗାମ୍ବର ନାୟକ , ତୃତୀୟ ପୁରସ୍କାର ଡମ୍ବୁର ମାଝୀ ସହ ନୃତ୍ୟୁ ରେ ପ୍ରଥମ ପୁରସ୍କାର ଅଙ୍କିତ ପରିଛା , ଦୂତୀୟ ପୁରସ୍କାର ମାଧୁରୀ ନାୟକ ପାଇଥିଲେ ! ଉକ୍ତ କାର୍ଯ୍ୟକ୍ରମ କୁ ଶିକ୍ଷକ ଙ୍କ ସହ ବଟକୃଟ ନାଏକ ଓ ସହକର୍ମୀ ବୃନ୍ଦ ପରିଚାଳନା କରିବା ସହ ସହଯୋଗ କରିଥିଲେ !

ରିପୋର୍ଟ:-ବିନୋଦ ନାଏକ

Comments (0)
Add Comment