SIS ଇଣ୍ଡିଆ ଲିମିଟେଡ ତରଫରୁ ଓଡିଶାର ଭଦ୍ରକ ଜିଲ୍ଲାରେ ସୁରକ୍ଷା କର୍ମଚାରୀଙ୍କ ପ୍ରତ୍ୟକ୍ଷ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ

ସମଗ୍ର ଓଡିଶାରେ ଏହି କରୋନା ମହାମାରୀ ସମୟରେ SIS ମIଧ୍ୟମରେ ବେରୋଜଗାର ଯୁବକଙ୍କ ପାଇଁ ରୋଜଗାର ଯୋଗାଇବାର ନିଯୁକ୍ତି ପ୍ରକ୍ରିୟା ହେବାକୁ ଥିବା ବିଷୟରେ ଆଞ୍ଚଳିକ ତାଲିମ ଏକାଡେମୀର ଦାୟିତ୍ୱରେ ଥିବା ଶ୍ରୀ ରାଜୀବ କୁମାର ସାହା କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଏହି ମହାମାରୀ ସମୟରେ ଯେଉଁଠାରେ ଅଧିକାଂଶ କମ୍ପାନୀ କାମ ବନ୍ଦ କରି କର୍ମଚାରୀଙ୍କୁ ବରଖାସ୍ତ କରୁଛନ୍ତି ଏହି ପରିସ୍ଥିତିରେ SIS ଇଣ୍ଡିଆ ଲିମିଟେଡରେ ସୁରକ୍ଷା କର୍ମଚାରୀଙ୍କ ଚାହିଦା ବୃଦ୍ଧି ପାଇଛି | ଏହି ଚାହିଦା ପୂରଣ କରିବା ଏବଂ ବେରୋଜଗାର ଯୁବକମାନଙ୍କୁ ନିଯୁକ୍ତି ଦେବା ପାଇଁ କମ୍ପାନୀ ପ୍ରତ୍ୟକ୍ଷ ନିଯୁକ୍ତି ପ୍ରକ୍ରିୟା ଓଡିଶା ରାଜ୍ୟର ଭଦ୍ରକ ଜିଲ୍ଲାର ସମସ୍ତ ବ୍ଲକରେ ସଞ୍ଚାଳିତ କରିବ | ପ୍ରାର୍ଥୀମାନେ ସିଧାସଳଖ କମ୍ପାନୀର ଅଧିକାରୀଙ୍କ ସହ ଯୋଗାଯୋଗ କରି କମ୍ପାନୀର ସମ୍ପୂର୍ଣ୍ଣ ସୂଚନା ନେଇପାରିବେ ଏବଂ ସୀମିତ ସମୟର ତାଲିମ ନେବା ପରେ ଚାକିରି ପାଇଁ ନିଯୁକ୍ତି ପାଇପାରିବେ I ସୁରକ୍ଷା କର୍ମଚାରୀଙ୍କ ତାଲିମ ପାଇଁ ଶାରୀରିକ ମାପ ଦଣ୍ଡରେ ଉଚ୍ଚତା-5.7 (168cm), ବୟସ-21 ରୁ 37 ମଧ୍ୟରେ, ଓଜନ-56 ରୁ 90 ଏବଂ ଯୋଗ୍ୟତା-10th ପାସ୍ କିମ୍ବା fail ହେବା ଆବଶ୍ୟକ I ଆଗ୍ରହୀ ପ୍ରାର୍ଥୀ ଅଧିକ ସୂଚନା ପାଇଁ ଦୟାକରି ମୋବାଇଲ୍ ନମ୍ବର –9439531451 ରେ ଯୋଗାଯୋଗ କରନ୍ତୁ I

Comments (0)
Add Comment