ଦେଖୁନ ଆମର୍ ସ୍ପେଶାଲ ରିପୋର୍ଟ୍ : ରୁଜଗାର୍ ଦେଉଛେ ଟଉଲ୍ ତେଲ୍

ଦେଶ ନେ ପେଟ୍ରୋଲ୍ ଡିଜେଲ୍ ଦର୍ ବଢ୍ ବାର୍ ସାଙ୍ଗେ ଖାଏବାର୍ ତେଲ୍ ଦର୍ ଦାମ୍ ବି ବଢି ଚାଲିଛେ l ଯାହାର୍ ଫଲ୍ ନେ ତେଲ୍ ସମ୍ ସିଆ କେ ନେଇ କରି ଅନେକ୍ ଅସ୍ ବିଧା ଭୁଗୁଛନ୍ ଗରିବ୍ ଆର୍ ତଲିଆ ପରିବାର୍ ଲୁକେ l ଆର୍ ସେଥିର୍ ଲାଗି ବଲି ଲୁକେ ଜଙ୍ଗଲ୍ ଯାଏତ୍ ଦ୍ରରବ୍ ଟଉଲ୍ କେ ଆପ୍ ନେଇ କରି ସେଥ୍ ରୁ ବାହାର୍ କରୁଛନ୍ ତେଲ୍ l ବଛର୍ ବଛର୍ ଧରି ସେମାନେ ଟୋଲ୍ ନୁ ତେଲ୍ ବାହାର୍ କରି ନିଜର୍ କୁଟୁମ୍ ଚଲଉଛନ୍ l ସେ ଗରିବ୍ ହେଉନ୍ କି ମଏଧ୍ ବିତ୍ ପରିବାର୍ l ସମ୍ କର୍ ଲାଗି ତେଲ୍ ଦର୍ ଏବେ ମୁଡ୍ ଦୁଖା ହେଉଛେ l

ଇ ଦୁରୁଷ୍ ଟା ହେଉଛେ କଲାହାଣି ଜିଲା ର୍ ଦୁରୁଷ୍ l ଆଦିବାସୀ ହେଉନ୍ କି ଗାଁ ଗହଲି ଲୁକେ l ସଭେଁ ଟଉଲ୍ ନୁ ବାହାର୍ କରୁଛନ୍ ଖାଏବାର୍ ତେଲ୍ l ମହୁଲ୍ ପରେ ପରେ ଆଏସି ଟଉଲ୍ l ଆର୍ ଇ ଟଉଲ୍ କେ ସେମାନେ ମହୁଲ୍ ଗଛୁ ଆନ୍ ଲା ଉତାରୁ ତାହାକେ ଖରା ନେ ସୁଖେଇ ପକାସନ୍ l ପରେ ସେ ସବୁ ନୁ ବାହାର୍ କର୍ସନ୍ ତେଲ୍ l ଆର୍ ଇ ତେଲ୍ ସ୍ବାସ୍ଥ୍ ଲାଗି ଖୁବ୍ ଉପଯୋଗ୍ ହୋଇ ଥିବାର୍ ଲାଗି ତେଲ୍ ର୍ ଚାଏଦା ବଢବାର୍ ସାଙ୍ଗେ ଦର୍ ଦାମ୍ ବି ବେଶି ରହିଛେ l ସେଥିର୍ ଲାଗି ବଲି ଜିଲା ନେ ଥିବା ଆଦିବାସୀ ଆର୍ ଗାଁ ଗହଲି ର୍ ଲୁକେ ପୁରୁଷା ପୁରଷା ଧରି ଟଉଲ୍ ନୁ ତେଲ୍ ବାହାର୍ କର୍ବାର୍ ନେ ଲାଗି ପଡିଛନ୍ l

ଦୁକାନ୍ ବଜାର୍ ନେ ସର୍ ଷୋ ତେଲ୍ ର ଦାମ୍ ଲିଟର୍ ପିଛା ୧୨୦ ରୁ ୧୫୦ ଟଁକା ରହିଥିବା ର୍ ବେଲେ ବଜାର୍ ନେ ଇ ଟଉଲ୍ ତେଲ ର ଦାମ୍ ସୋର୍ ଷୋ ତେଲ୍ ଠାନୁ ବି କମ୍ ରହିଛେ l ଏନ୍ତା କି ସ୍ବାସ୍ଥ୍ ଲାଗି ବେଶି କାମ୍ ବି କରୁଛେ l ସେଥିର୍ ଲାଗି ଲୁକେ ଅଧ୍ କା ଖରଚ୍ ନୁ ରଖିଆ ପାଏବାର୍ ସାଙ୍ଗେ ନିରୋଗ୍ ରହେବାର୍ ଲାଗି ଅଧ୍ କା ଭାବେ ଟଉଲ୍ ତେଲ୍ କେ ବେଭାର୍ କରୁଛନ୍ l

ଖରା ଦିନେ ଜଙ୍ଗଲ ବା କ୍ଷେତ୍ ଖଲା ନେ ମିଲୁଥିବାର୍ ଟଉଲ୍ କେ ଘର୍କେ ଆନି କରି ତାହାକେ ଫଟାଲା ଉତାରୁ ଚୁପା ଛଡେଇ ଥିସନ୍ l ପରେ କେତେ ଦିନ୍ ଖରା ନେ ସୁଖାଲା ଉତାରୁ ସେ ସବୁ କେ ତେଲ୍ ଘନା ବା ମିଲ୍ ସାହାଜ୍ ଥି ପେରି କରି ବାହାର୍ କର୍ସନ୍ ଟଉଲ୍ ତେଲ୍ l ତେବେ ଆଘର୍ କାଲେ ଲୁକେ ପାରମ୍ପାରିକ୍ ତେଲ୍ ଘନା ସାହାଜ୍ ଥି ଭିନ୍ ଭିନ୍ ପରକାର୍ ର ତେଲ୍ ପେରୁଥିଲେ l ହେଲେ ସେ ସବୁ ଆଜି ଦେଖ୍ ବା କେ ନାଇଁ ମିଲ୍ ବାର୍ l ଲୁକେ କମ୍ ସମିଆଁ ଥି ଅଧ୍ କା କାମ୍ କର୍ବାର୍ ସାଙ୍ଗେ କଷନ୍ କମ୍ ର ଲାଗି ବଲି ଆପ୍ ନେଇଛନ୍ ଆଧ୍ ନିକ୍ ଯୁଗର୍ ତେଲ୍ କଲ୍ ଯଁତର୍ କେ l ଯାହାର ଫଲ୍ ନେ ପାରମ୍ପାରିକ ତେଲ ଘନା ସୁବୁ ହଜି ଯାଉଛେ l

ତେଲ୍ କଲ୍ ନୁ ବାହାରୁ ଥିବାର୍ ତେଲ୍ ତିଆରି ଖାଏଦ୍ ସୁଆଦିଆ ଲାଗୁଥିବାର୍ ବେଲେ ଇ ତେଲ୍ ରେ ଓଷୋଧିଅ ଗୁଣ ବି ବେଶି ରହିଛେ l ଏନ୍ତା କି ବନ୍ ଜାଏତ୍ ଦରବ୍ ଟଉଲ୍ ତେଲ୍ କେ ଦେହେ ନେ ମାଲିସ୍ କର୍ବାର୍ ସାଙ୍ଗେ ମୁଡ୍ ର ବାଏଲ୍ ଥିବି ଲଗଉଛନ୍ ଲୁକେ l କେବଲ୍ ଖାଲି ଏତ୍ କି ନାଇଁ ସେ l ଟଉଲ୍ ତେଲ୍ ନୁ ବାହାରୁ ଥିବାର୍ ଅଦର୍ କାରୀ ଜିନିଷ୍ ବା ପେରୁଆ ସାବୁନ୍ ,ମାଛ ଚାଷ ଲାଗି ଖାଏଦ ଭାବେ ବାହାର୍ ରାଏଜ୍ ମାନକୁ ଯାଉଛେ l ଆର୍ ଇଥ୍ ରୁ ଭଲ୍ ଦୁଇ ପଏସା ରୁଜ୍ ଗାର୍ ହେଉଥିବା ର୍ କହିଛନ୍ ମିଲ୍ ମାଲିକ୍ l

Comments (0)
Add Comment