ବୌଦ୍ଧ ଜିଲ୍ଲା ରେ ଆସନ୍ତା କାଲି ହେବ ଟିକକରଣ

ବୌଦ୍ଧ (କୋଶଲ ନ୍ୟୁଜ୍) ଆସନ୍ତା କାଲି ସକାଳ 8 ଟା ରୁ 1ଟା ପର୍ଯ୍ୟନ୍ତ 18 ବର୍ଷ ରୁ 44 ବର୍ଷ ବୟସ ର ଲୋକ ମାନେ ଏବଂ ଅପରାହ୍ନ 3.30 ରୁ 5 ଟା ପର୍ଯ୍ୟନ୍ତ 45+ ବୟସ ର ଲୋକ ମାନେ ଟୀକା ନେଇ ପାରିବେ | ଟୀକାଦାନ କେନ୍ଦ୍ର ଗୁଡିକ ହେଲା ମନମୁଣ୍ଡା ଉଚ୍ଚ , କଣ୍ଟାମାଲ ଉଚ୍ଚ ବିଦ୍ୟାଳୟ, ଟାଉନ ହଲବୌଦ୍ଧ,ପୁରୁଣାକଟକ,ଅଡ଼େନିଗଡ଼,ଘଣ୍ଟାପଡା,ଧଳପୁର, ହରଭଙ୍ଗା ଇତ୍ୟାଦି ସ୍ଥାନ ରେ ଅନୁଷ୍ଠିତ ହେବ | ଜନସାଧାରଣ ଏହି ସୁବିଧା ନେବାକୁ ଅନୁରୋଧ |

Comments (0)
Add Comment