ପରିପାଇଁ ଦୀପ ଟିଏ

କୋଶଲ ନ୍ୟୁଜ୍ ବ୍ୟୁରୋ : ନୂଆପଡ଼ା : ଆଜି ଭାରତୀୟ ଜନତା ପାର୍ଟି ନୂଆପଡ଼ା ମହିଳା ମୋର୍ଚ୍ଚା ର ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ତରେଶ୍ୱରୀ ସାହୁ ଜୀ ଙ୍କର ନେତୃତ୍ୱରେ ତାଙ୍କର ମହିଲା ମୋର୍ଚ୍ଚାର ସଦସ୍ୟ ଶ୍ରୀମତୀ ସରିତା ସିଂ,ଶ୍ରୀମତୀ ଭୁନେଶ୍ୱରୀ ଦଣ୍ଡସେନା, ଶ୍ରୀମତୀ ସେହ୍ନଲତା ବାଗ,ଶ୍ରୀମତୀ ତିପ୍ତିରାଣୀ ସିଂ, ଶ୍ରୀମତୀ ସାବିତ୍ରୀ ସାହୁ, ଶ୍ରୀମତୀ ମମତା ସାହୁ, ଜିନ୍ନା ଖାନ,ତଥା ଶ୍ରୀମତୀ ଜେମା ମଞ୍ଜୁରୀ ପାଣ୍ଡେ ଙ୍କ ସହିତ ଅନେକ ମହିଳା ମାନଙ୍କୁ ନେଇ ଆଜି ନୂଆପଡ଼ା ଜିଲ୍ଲା ର ପାଞ୍ଚ ଟି ବ୍ଲକ ର ଶ୍ରୀ ଜଗନ୍ନାଥ ମନ୍ଦିର, ଶ୍ରୀ ସନି ଦେବ ମନ୍ଦିର,ମାଁ ଦୁର୍ଗା ମନ୍ଦିର,ମାଁ ମାଉସୀ ମନ୍ଦିର, ପ୍ରାୟ ମନ୍ଦିର ମାନଙ୍କୁ ଯାଇ ସେହି ଗାଁ ର ମହିଳା ମାନଙ୍କୁ ମଧ୍ୟ ଯୋଡି କି !! ପରି ପାଇଁ ଦିପ ଟିଏ !! 

କାର୍ଯ୍ୟକ୍ରମ ର ସୁଭାରମ୍ଭ କରି ପରି ଙ୍କର ଆତ୍ମା ର ଶାନ୍ତି ନିମନ୍ତେ ପରିକୁ ନ୍ୟାୟ ଦେବା ନିମନ୍ତେ ଆଜି ପ୍ରଥମେ ବୋଡେ଼ନ ବ୍ଲକ ରୁ ପ୍ରଭୁ ଜଗତର ନାଥ ଶ୍ରୀ ଜଗନ୍ନାଥ ମନ୍ଦିରରେ ଦୀପ ଜାଳି ସିନାପାଲି , ଖଡ଼ିଆଳ , କୋମନା ,ନୂଆପଡ଼ା ବ୍ଲକ ର ପ୍ରାୟ ମନ୍ଦିର କୁ ଯାଇ ସର୍ବ ଶେଷ ରେ ନୂଆପଡ଼ା ମାଁ ଦୁର୍ଗା ମନ୍ଦିର ରେ ଦୀପ ଜ୍ଜ୍ୱଳନ କରି କାର୍ଯ୍ୟକ୍ରମ କୁ ଶେଷ କରିଥିଲେ ।
Comments (0)
Add Comment