ଘର ଘର ବୁଲି ସଚେନ କରୁଛନ୍ତି ଅଙ୍ଗନବାଡି ଓ ଆଶା କର୍ମୀ।

କରୋନା ର ଦୂତୀୟ ଲହରୀ ଭାରତ ରେ ହୁ ହୁ ହୋଇ କେତୋଟି ରାଜ୍ୟ ରେ ବଢୁ ଥିବା ବେଳେ ନୂଆପଡ଼ା ଜିଲ୍ଲାରେ ବି ମଧ୍ୟ ବଢ଼ିବାରେ ଲାଗିଛି ।ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ କାର୍ଲାକୋଟ ପଂଚାୟତ ର ସର୍ଗିମୁଣ୍ଡା ଗ୍ରାମରେ ମଧ୍ୟ ଦିନ କୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢୁ ଥିବା ବେଲେ ଅଙ୍ଗବାଡି ଓ ଆଶା କର୍ମୀ ଘର ଘର ବୁଲି ସଚେତନ କରାଉଛନ୍ତି ।

Comments (0)
Add Comment