ଜୟ ଶ୍ରୀ ବୁଢ଼ା ଦେଓ କ୍ରିକେଟ କ୍ଳବ ଜୁନାନି ବାହାଲ ୧୭ ତମ କ୍ରିକେଟ ଟୁର୍ନାମେଣ୍ଟ ମ୍ୟାଚ ଉଦ୍ଦଯାପିତ

କୋଶଲ ନ୍ୟୁଜ୍ ବ୍ୟୁରୋ : ଆଜି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ତେଲେନପାଲି ପଞ୍ଚାୟତର ଜୁନାନୀବାହାଲ ଗାଁ ପଡିଆ ଠାରେ 17ତମ କ୍ରିକେଟ ଟୁର୍ଣ୍ଣlମେଣ୍ଟ ଆରମ୍ଭ ହୋଇଥିଲା! ଏହି ମ୍ୟାଚ ରେ 16ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ବଡ଼ ଗୁର୍ଜିଭଟା ଓ ଚାଉଳ ବାଞ୍ଜି ଦଳ ଫାଇନାଲ ମ୍ୟାଚ ରେ ପହଞ୍ଚି ଥିଲେ।

 ଏହି ମ୍ୟାଚ ରେ ପଞ୍ଚାୟତ ର ସମିତି ସଭ୍ୟା ଖୁଲଣା ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ!! ଓ ନାଇବସରପଞ୍ଚ ଥବିର କାଠର, ସମ୍ମାନିତ ଅତିଥି , ପୁର୍ଣଚନ୍ଦ୍ର ଭୋଇ, ଦନାର୍ଦନ ମଲିକ ,ବଂଶୀଧର ବେହେରା ଧୂର୍ବ ସରାଫ,ସ୍ପିକର ମିନିକେତନ ଦାସ ,ସ୍କୋର ର ଦାୟିତ୍ୱ ରେ – ବୀରେନ୍ଦ୍ର ଭୋଇ ଓ ଖେଳ ପରିଚାଳନା କରିଥିଲେ ଲମ୍ବୋଦର ଧରୁଆ ଓ ପବିତ୍ର ପୁଟା ଥିବା ବେଳେ ଗାଁ ର ଭଦ୍ର ବ୍ୟକ୍ତି ଏବଂଅନ୍ୟ ଗାଁ ର ଲୋକ ମାନେ ମଧ୍ୟ ଉପସ୍ଥିତ ଥିଲେ!!ଫାଇନାଲ ରେ ଚାଉଳ ବାଞ୍ଜି ଦଳ ବିଜୟୀ ହୋଇଥିଲେଚାଉଳ ବାଞ୍ଜି ଦଳ କୁ 10000 ନଗଦ ଟଙ୍କା ଓ ଉପବିଜେତା ବଡ଼ ଗୁର୍ଜିଭଟ୍ଟା ଦଳ କୁ 6000 ନଗଦ ଟଙ୍କା ଓ ଟ୍ରଫି ଦେଇ ପୁରସ୍କୁତ କରିଥିଲେ!! 
ଏଥିରେବିଶେଷ ସହଯୋଗ ଥିଲା ପ୍ରମୋଦ ଭୋଇ, ସୁବଳ ମଲିକ ଓ କ୍ରିକେଟ କ୍ଲବ ର ସମସ୍ତ ସହଯୋଗ କରିଥିଲେ!କରୋନା କଟକଣା ର ସମସ୍ତ ନିୟମ ପାଳନ କରି ଏହି ମ୍ୟାଚ ଚାଲି ଥିଲା।
Comments (0)
Add Comment