ଲାଠୋର ଘର ପୋଡ଼ି ଘଟଣାରେ TLSA ଚେୟାରମେନ ଙ୍କ ଲାଠୋର ପରିଦର୍ଶନ

ବଲାଙ୍ଗୀର (କୋଶଲ ନ୍ୟୁଜ୍) 2012 ରେ ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ କ୍ରମେ ନିୟମ ସେବା, ପାଟଣାଗଡ଼ ର ଚେୟାରମ୍ୟାନ , ଲାଠୋର ଘର ପୋଡ଼ି ର ସବିଶେଷ ଆଇନ ସହାୟତା ବିଷୟରେ ଅଧିକ ସୂଚନା ପାଇଁ ଏବଂ ଓଡିଶା ଉଚ୍ଚ ନ୍ୟାୟାଳୟ ର ନିର୍ଦ୍ଦେଶ କ୍ରମେ ଲାଠୋର ଗ୍ରାମ ର ଜୟ ଭୀମ କଲୋନୀ କୁ ଗତକାଲି 12 ଜୁନ, 2021 ରେ ଆସି ପହଞ୍ଚିଥିଲେ ଲାଠୋର ଘର ପୋଡ଼ି ର ସମସ୍ତ ପୀଡିତ ଙ୍କ ଆଇନ ତହ ପ୍ରତିନିଧିତ୍ଵ କରୁଥିବା ଏବଂ ଅନ୍ୟତମ petitioner ଏବଂ ପୀଡିତ ତଥା ଆଇନଜୀବି ଶ୍ରି ଲବ ସୁନା ପୀଡିତ ଙ୍କ ପକ୍ଷରୁ ମତ ରଖି District Legal service Authority ଏବଂ Taluk legal service Authority ରୁ ଲାଠୋର ଘରପୋଡି ମାମଲା ରେ କୋଣସି ସହାୟତା ପୀଡିତ ଙ୍କୁ ନ ମିଳି ଥିବାରୁ ଦୁଃଖ ବ୍ୟକ୍ତ କରିଥିଲେ l ତାଲୁକ ନିୟମ ସେବା, ପାଟଣାଗଡ ର ଚେୟାରମ୍ୟାନ ଅତିରିକ୍ତ ଜିଲ୍ଲା ଜଜ ଶ୍ରୀମତୀ ପୁଷ୍ପାଞ୍ଜଳି ରଥ ଙ୍କୁ Legal awareness camp, Lathor & Khaprakhol ଅଞ୍ଚଳରେ ରେ ପାରା legal volunteers ନିଯୁକ୍ତି କରିବା ତଥା ବିଶେଷ କରି ଲାଠୋର ପୀଡିତ ଙ୍କ ପାଇଁ legal awareness camp କରିବା ପାଇଁ ଅନୁରୋଧ କରିଥିଲେ l ଚେୟାରମ୍ଯାନ, TLSA, patnagarh ମଧ୍ଯ ତାହା କରିବା ପାଇଁ ପ୍ରତିଶୃତି ଦେଇଥିଲେ ଏବଂ ପାଟଣାଗଡ଼ରେ ଅଞ୍ଚଳରେ ରେ କାମ କରୁଥିବା ବିଭିନ୍ନ para Legal volunteers ଏବଂ TLSA ର ଅଧୀନ ରେ କାମ କରୁଥିବା ଓକିଲ ମାନଙ୍କ ର ନାମ ଏବଂ ମୋବାଇଲ Number ସହ ଏକ ସୂଚୀ ଦେଇଥିଲେ l ଚେୟାରମ୍ଯାନ TLSA କେଉଁ ଲୋକମାନକୁ Legal aid ଦିଆଯାଏ, ସେ ଉପରେ ମତ ରଖିଥିଲେ, Lathor ଗ୍ରାମ ର ପୂର୍ବତନ ସରପଞ୍ଚ ଶ୍ରୀ Gouranga suna 32 ଟି ଘରପୋଡି ହୋଇଥିବାରୁ 32 ଟି FIR ବ୍ୟକ୍ତିଗତ ଭାବେ କରିପାରିବା କି ବୋଲି ପଚାରିଥିଲେ l ଚେୟାରମ୍ଯାନ ମ୍ୟାଡମ୍ କହିଥିଲେ total 4 ଟି FIR ରେ ଶ୍ରି ଲବ ସୁନା ଙ୍କ FIR no-14 26 ଗୋଟି ପରିବାର କୁ ଅନ୍ତର୍ଭୁକ୍ତ କରୁଛି ଏବଂ ଅନ୍ୟ ତିନୋଟି FIR ବାକି ସବୁ କୁ ବୋଲି ମତ ରଖିଥିଲେ l ଶେଷ ରେ ସମସ୍ତ ପୀଡିତ ଲିଖିତ ଦସ୍ତଖତ କରି, ଆଗାମୀ ଦିନ ରେ ଆଇନ ସହାୟତା ଯୋଗାଇ ଦେବା ପାଇଁ ଚେୟାରମ୍ୟାନ କୁ ଅନୁରୋଧ କରିଥିଲ ଏବଂ ଚେୟାରମ୍ୟାନ ମ୍ୟାଡମ୍ ସମସ୍ତଙ୍କୁ Legal aid ପାଇବା ପାଇଁ ଏକ ଫର୍ମ ବିତରଣ କରିଥିଲେ l ଘର ପୋଡ଼ି ର କେସ୍ ଟି ଆଇନ ସେବା ସଂସ୍ଥା CLAP, CUTTACK ର ପ୍ରେସିଡେଣ୍ଟ ଡଃ ବିକାଶ ଦାସ ଙ୍କ ତତ୍ବାବଧାନରେ CLAP ର ବରିଷ୍ଠ ଆଇନଜୀବି ଶ୍ରୀ ସିଦ୍ଧେଶ୍ଵର ମହାନ୍ତି ଓଡ଼ିଶା ହାଇକୋର୍ଟରେ କେସ୍ ପରିଚାଳନା କରୁଥିଲେ,CLAP ର ଅନ୍ୟତମ ସଦସ୍ୟ ଆଇନଜୀବୀ ଶ୍ରୀ ଭରତ ଭୁଷଣ ପଣ୍ଡା ୨୦୧୨ ରେ ଲାଠୋର ଘରପୋଡି ଘଟଣାର ପିଡୀତ ଙ୍କୁ ଦେଖା କରିବା ପାଇଁ ରିଲିଫ କ୍ୟାମ୍ପ ଲାଠୋର କୁ ଆସି ଏକ ଆଇନ ସଚେତନତା କ୍ୟାମ୍ପ କରିଥିଲେ। ଏବଂ CLAP ର ଆଇନତଃ ସହଯୋଗ ବଳରେ ଆଜି ଲାଠୋର ଘର ପୋଡ଼ି ରେ ଲୋକମାନେ ନ୍ୟାୟ ପାଇ ପାରିବେ ବୋଲି ଆଇନଜୀବୀ ଶ୍ରୀ ଲବ ସୁନା CLAP ର ସମସ୍ତ ସଦସ୍ଯ ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ଏବଂ ପିଡୀତ ଙ୍କ ପକ୍ଷରୁ ଧନ୍ୟବାଦ ଦେଇଥିଲେ।

Comments (0)
Add Comment