ପ୍ରତୀକ୍ଷା ର ଅନ୍ତ ହେଲା, ଜୁନ ୦୭ ରୁ ବଲାଙ୍ଗୀର ଟାଉନ ରେ ଆରମ୍ଭ ହେବ ୧୮-୪୪ ବର୍ଷ ର ବ୍ୟକ୍ତିଙ୍କ ପାଇଁ ଟୀକାକରଣ ସୂଚନା ଦେଲେ ବଲାଙ୍ଗୀର ଜିଲ୍ଲାପାଳ

advertisement – contact – 7008279160

ବଲାଙ୍ଗିର (କୋଶଲ ନ୍ୟୁଜ୍) ସବୁ କଳ୍ପନା ଜଳ୍ପନାର ଓ ପ୍ରତିକ୍ଷା ର ଅନ୍ତ ହେଲା, ୧୮-୪୪ ବର୍ଷ ର ବ୍ୟକ୍ତିଙ୍କ ଟୀକା କରଣ ଆରମ୍ଭ ହେବ ପାଇଁ ମଧ୍ୟ ରାତ୍ରିରେ ଟୁଇଟର ରେ ସୂଚନା ଦେଲେ ବଲାଙ୍ଗୀର ଜିଲ୍ଲାପାଳ|
ଜୁନ ୦୬ ତାରିଖ (ଆଜି) ସନ୍ଧ୍ୟା ସମୟରୁ ବୁକିଂ ଆରମ୍ଭ ହେବ , ଟୀକା ନେବାକୁ ହେଲେ ରେଜିର୍ଷ୍ଟେସନ ବାଧ୍ୟତାମୂଳକ, ରେଜିର୍ଷ୍ଟେସନ କରିବାକୁ ହେଲେ ଆପଣଙ୍କୁ Cowin ଆପ କିମ୍ବା ପୋର୍ଟାଲ ( https://selfregistration.cowin.gov.in/ ) କୁ ଯାଇ ମଧ୍ୟ କରିପାରିବେ|

Comments (0)
Add Comment