ସରପଞ୍ଚଙ୍କ ସହାୟତା ଥି ଶବ ସତ୍କାର

ଲାଗୁଛେ ଯେନତା ଦୁନିଆ ନୁ ମୁନୁଷ ପନିଆ ମରିଗଲାନ।ଗଲା କାଲି ଆମେ ପ୍ରସାରଣ କରିଥିଲୁଁ ଖପ୍ରାଖୋଲ୍ ବ୍ଲକ୍ ଭାଲୁଡୁଙ୍ଗୁରି ଗାଁ ଥି ଅଯୋଧ୍ୟା ସାହୁ ବୋଲି ଜନେ ମହିଲା କୋରୋନା ଥି ଆକ୍ରାନ୍ତ ହେଇକରି ମୃତ୍ୟୁ ବରଣ କରିଥିଲେ।ଲୁକେ ଡରର୍ ମାଡେ ଶବ ସତ୍କାର ଲାଗି ନାଇଁ ବାହରଲେ ଶେଷେ ତାଙ୍କର ପୁଅ ସାଇକେଲ୍ ଥି ଲଦି କରି ମଶାନ୍ ପଦାକେ ନେଇ ସତ୍କାର କରିଥିଲେ। ଆଜି ବି ହେନ୍ତା ଗୁଟେ ଘଟନା ଦେଖବାକେ ମିଲିଛେ ଖପ୍ରାଖୋଲ ବ୍ଲକ ଲାଠୋର ଗାଁ ଥି। ଗାଁ ର ପଞ୍ଚାୟତ୍ ପଡା ର ମଲ୍ଲିଫୁଲ ସୁନା ଜରେ ପଡି ଗଲା କାଲି ମୃତ୍ୟୁ ବରଣ କରିଥିଲେ।ପଡାର ଲୁକେ କୋରୋନା ଡରହେ ଶବ ସତ୍କାର ଲାଗି ନାଇଁ ବାହରଲେ।ଶେଷେ ନିରୁପାୟ ହେଇକରି ମଲ୍ଲିଫୁଲ ଙ୍କର ସ୍ବାମୀ ଟୁନୁ ସୁନା ଲାଠୋର ସରପଞ୍ଚ ପ୍ରବିଣ ଅଗ୍ରୱାଲ କେ ଯୋଗାଯୋଗ କରିଥିଲେ।ସରପଞ୍ଚ ଆଉ ଲାଏବନ ସୁନା ତାକର୍ ପଡା କେ ଯାଇ କରି ଲୋକ ମାନକୁ ବୁଝା ସୁଝା କରିଥିଲେ।ତାର ଉତାରୁ ପଡାର ସୁରେଶ,ପାଣ୍ଡୁ, ରାହୁଲ,ହର୍ଷ ମର ଶରୀର କେ ଲାଠୋର ମସାନ ପଦା କେ ନେଇ ଥିଲେ।ସେଠାନେ ଜେସିପି ସହାୟତା ଥି ଖାଲ୍ କୁଡି ଶବ ସତ୍କାର କରାଯାଇଥିଲା।ଜଲଦି ହରିଶ୍ଚନ୍ଦ୍ର ଯୋଯୋନା ଥି ୨୦୦୦ ଟଙ୍କା ମୃତକ ର ପରିବାର କେ ଦିଆଯିବା ବୋଲି ସରପଞ୍ଚ କହିଛନ୍।

Comments (0)
Add Comment