ଓଡ଼ିଶା ଆଦିବାସୀ ଓଵିସି ଦଲିତ ସେନା ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା

ବରଗଡ଼ (କୋଶଲ ନ୍ୟୁଜ୍ ): ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ  04.07.2021 ତାରିଖ ଦିନ “ଓଡ଼ିଶା ଆଦିବାସୀ ଓବିସି ଦଳିତ ସେନା” ଗାଇସିଲେଟ ଶାଖା ସଭାପତି ଶଶୀଭୂଷଣ ବରିହା ଙ୍କ ଆହ୍ବାନ ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସଭା ରେ ମୁଖ୍ୟ ଅତିଥି ରାଜ୍ୟ ସଭାପତି ଶ୍ରୀମାନ ଗୋବର୍ଦ୍ଧନ ଭୂଏ ଯୋଗ ଦେଇ ସମ୍ବିଧାନିକ ଆଇନ ଉପରେ ଆଲୋକପାତ୍ କରିଥିଲେ ।
ଗାଇସିଲେଟ ବ୍ଲକ, ଥାନା, ତହସିଲ ରେ ଅନିୟମିତତା ହେଉଥିବା । ସଂଗଠନ ର ସକ୍ରିୟ  କାର୍ଯ୍ୟକର୍ତା ଗୋପାଳ ଭୂଏ, ଯଜ୍ଞେଶ୍ଵର ପଧାନ, ଅଚ୍ୟୁତାନନ୍ଦ ସାହୁ, ଝସକେତନ୍ ପଧାନ, ଆଶିଷ ଜ୍ୟୋତିଷ, ସଞ୍ଜୟ ଜର୍ଝରିଆ, ମତ ଦେଇଥିବାରୁ ଆଗାମୀ ତା.15.07.21ରିଖ ଦିନ ତାର ପ୍ରତିବାଦ ରେ ଏକ ବିରାଟ ଜନ ଆନ୍ଦୋଳନ ପାଇଁ ପ୍ରସ୍ତାବ ଧାର୍ଯ୍ୟ ହେଲା । ଶେଷ ରେ ରବି ସାହୁ ସମସ୍ତ ଙ୍କୁ ଧନ୍ୟବାଦ୍ ଦେବା ସହ ସଭା ସମାପନ କରିଥିଲେ,,

Comments (0)
Add Comment