ଇକୋ କ୍ଲବ ପକ୍ଷରୁ ସପ୍ତାହ ବ୍ୟାପୀ ବନମହୋତ୍ସବ ପାଳିତ ହୋଇଯାଇଛି

ବରଗଡ଼(କୋଶଲ ନ୍ୟଜ୍)ବରଗଡ ଜିଲ୍ଲା ଭେଡେନ ଭେଡେନ ବ୍ଲକ ସଂକ୍ରିଡା ଗ୍ରାମ ପଞ୍ଚାୟତ ର ବାମଦେବ ପାଢୀ ଉଚ୍ଚ ବିଦ୍ୟାଳୟ, ଝରାପାଲି। ବିଦ୍ୟାଳୟର ପରିସରରେ ଜାତୀୟ ସବୁଜ ବାହିନୀର ସ୍ପେକ୍ଟ୍ରମ୍ ଇକୋ କ୍ଲବ ପକ୍ଷରୁ ସପ୍ତାହ ବ୍ୟାପୀ ବନମହୋତ୍ସବ ପାଳିତ ହୋଇଯାଇଛି।ପ୍ରକୃତି ବନ୍ଧୁ ଶିକ୍ଷକ ସଂଜୀବ କୁମାର ପ୍ରଧାନ ତତ୍ବାବଧାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇ ଥିଲା। ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସମେତ ଶିକ୍ଷକ ସଚିନ୍ଦ୍ର କର୍ଣ୍ଣ, ପ୍ରମୋଦ ଦାଶ, ନିର୍ମଳ ପଶାୟତ, ଡ଼ୋଲାମଣୀ କୁଦେଇ ପ୍ରମୁଖ କରିଥିଲେ। ଏଥିରେ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରାଯାଇଛି ।
କରୋନା ମହାମାରୀ ୧୯ ଲହର ଲାଗି ରହିଥିବାରୁ, ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଅନୁପସ୍ଥିତ ରହିଥିଲେ।

Comments (0)
Add Comment