ଜନ୍ମ ଅବସରରେ ମାକ୍ସ ବଣ୍ଟନ କଲେ

କୋଶଲ ନ୍ୟୁଜ୍ : ବରଗଡ଼ ଜିଲ୍ଲା ଗାଇସିଲଟ ବ୍ଲକ ତାଲପାଲି ପଞ୍ଚାୟତ ଅଧିନରେ ଥିଵା ତେଲିପୁଖା ପାଣି ଗ୍ରାମ ର ଅଭିଜିତ ସତୀଶ କୁମାର ନାଏକ ଜଣେ ଅଧ୍ୟାପକ ଅଟନ୍ତି। ତାଙ୍କ ଜନ୍ମ ପୂଣ୍ୟ ଅବସରରେ ସେ ନିଜ ଗ୍ରାମ ରେ ମାକ୍ସ ବଣ୍ଟନ କରିବା ସହିତ କରୋନା ସଚେତନତା ବାର୍ତ୍ତା ଦେଇଛନ୍ତି । ବର୍ତ୍ତମାନ ସାରା ମାନବ ସମାଜ କୁ ସଂକ୍ରମଣ ର ଚିନ୍ତା ଘାରିଥିଵା ବେଲେ ଦିନକୁ ଦିନ ସ୍ଥିତି ଆହୁରି ଜଟିଲ ଆଡକୁ ଗତି କରିବାରେ ଲାଗିଛି। ଏହି ଭଲି ସମୟରେ ଅଧ୍ୟାପକ ମହାଶୟ ନିଜେ ସଚେତନ ରହିଵା ସାଙ୍ଗକୁ ଲୋକଙ୍କୁ ସଚେତନ କରିଛନ୍ତି ।

Comments (0)
Add Comment