ଜନ୍ମ ଅବସରରେ ବୃକ୍ଷ ରୋପଣ କଲେ ସାଗରୀକା

ବରଗଡ଼ (କୋଶଲ ନ୍ୟଜ୍): ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକର ଅନ୍ତର୍ଗତ କଟାବାହାଲ ଗ୍ରାମପଞ୍ଚାୟତର ଅଧିନରେ ଥିବା ଗିଦମାଲ ଗ୍ରାମ ନାରୀ କବି ସାଗରୀକ ସାହୁ ନିଜ ପୁନ୍ୟ ଜନ୍ମ ଅବସରରେ ବୃକ୍ଷ ରୋପଣ କରିଥିଲେ ।ଏକା ଧାରେ ସମାଜ ସେବୀକା,ଲେଖିକା । ସେ କହିଛନ୍ତି ବୃକ୍ଷ ହିଁ ଜୀବନ।
ପ୍ରତ୍ୟେକ ମଣିଷ ଗୋଟିଏ ଲେଖାଏଁ ଗଛ ଲାଗାଇଵା କଥା। ଦିନକୁ ଦିନ ଶେଷ ହେଵାରେ ଲାଗିଲାଣି ବୃକ୍ଷ । ଆମକୁ ବହୁତ୍ ମାତ୍ରା ଆମ୍ଲାଜାନ ଦରକାର। ଏଇ ବାର୍ତ୍ତା ସମସ୍ତଙ୍କୁ ଦେଇଛନ୍ତି ସାଗରୀକା ବୃକ୍ଷ ଲଗାଅ ଜୀବନ ଵଞ୍ଚାଅ। ସାଗରିକା ଏହି କାମ କୁ ଦେଖି ଲୋକେ ବେଶ ପ୍ରଶଂସା କରିଛନ୍ତି।

Comments (0)
Add Comment