ବାଲୁକାଶିଳ୍ପୀ କାର୍ତ୍ତିକ ନାୟକ ଙ୍କ ଅଭିନଵ ପ୍ରୟାସ

ବରଗଡ଼ (କୋଶଲ ନ୍ୟଜ୍) କରୋନା ୧୯ ର କଟକଣା ଜାରି ରହିଥବାରୁ ରଥଯାତ୍ରା ବଂଦ ରହିଛି। ବାକବରଗଡ ଜିଲ୍ଲା ଭେଡେନ ବ୍ଲକ ଭେଡେନ ସହର ର ବାଲୁକାଶିଳ୍ପୀ କାର୍ତିକ ନାୟକ ବାଲୁକା କଳା ମାଧ୍ୟମରେ ରଥଯାତ୍ରା ଉପଲକ୍ଷେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଲୁକା ମୂର୍ତ୍ତି ତିଆରି କରିଛନ୍ତି। ଏହା ଦେଖି ବାକୁ ଅଂଚଳର ଶହଶହ ସଂଖ୍ୟାରେ ଜନସାଧାରଣ ଦେଖି ବାକୁ ଆସୁଛନ୍ତି। 

Sand Art
Comments (0)
Add Comment