ବିଶ୍ୱ ଜନ ସଂଖ୍ୟା ସପ୍ତାହ ଉପଲକ୍ଷେ ରଥ ର ଶୁଭାରମ୍ଭ

ବରଗଡ଼(କୋଶଳ ନ୍ୟଜ୍ ) ଵରଗଡ ଜିଲ୍ଲା ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ବିଶ୍ବ ଜନ ସଂଖ୍ୟା ସପ୍ତାହ ଉପଲକ୍ଷେ ରଥ ର ଶୁଭାରମ୍ଭ ହୋଇଛି। ଏଥିରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ମୁଖ୍ୟ ଡାକ୍ତର ଶୁସାନ୍ତ କୁମାର କର ଏହି କାର୍ଯ୍ୟକ୍ରମର ରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ସମୟରେ ଡ଼ାକ୍ତର ରୋଜୀ ପ୍ରଧାନ, ଡାକ୍ତର ଅବିନାଶ ସାହୁ, ସ୍ୱାସ୍ଥ୍ୟ କର୍ମଚାରୀ ବିହାରୀ ବାରିକ, ଆଲୋକ ବିଶ୍ଵାଳ, ଏ ଏନ୍ ଏମ ମାନେ, ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ଓ ଜନସାଧାରଣଙ୍କ ଉପସ୍ଥିତ ରେ ଶୁଭାରମ୍ଭ ହୋଇଛି। ଏହି ବିଶ୍ୱ ଜନସଂଖ୍ୟା ଦିବସ ରଥ ଭେଡେନ ବ୍ଲକ ର  ବିଭିନ୍ନ ଗ୍ରାମ ପରିଭ୍ରମଣ କରିବ। 

Comments (0)
Add Comment