ଭେଡେନ ଆଂଚଳିକ କିଷାନ ଉଚ୍ଚ ବିଦ୍ୟାଳୟ ବନ ମହୋତ୍ସବ ପାଳିତ ହୋଇଯାଇଛି

ଵରଗଡ(କୋଶଲ ନ୍ୟଜ୍) ବରଗଡ ଜିଲ୍ଲା ଭେଡେନ ବ୍ଲକ ଆଂଚଳିକ କିଶାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବନମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ଏଥିରେ ମହାବିଦ୍ୟାଳୟ ଅଧକ୍ଷ ବୁଦ୍ଧଦେବ ପ୍ରଧାନ ଙ୍କ ନେତୃତ୍ଵରେ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ମାନଙ୍କ ସହଯୋଗରେ  ୧୦୨ ବୃକ୍ଷ ରୋପଣ କରାଯାଇଛି। ଏଥିରେ ଯୁବ ରେଡକ୍ରସ ର ପରାମର୍ଶଦାତା ରଂଜନ କୁମାର ଦାସ ଓ ଓଡ଼ିଆ ବିଭାଗର ବରିଷ୍ଠ ଅଧ୍ୟାପକ ପ୍ରେମ ପ୍ରକାଶ ପୁରୋହିତ ବନମହୋତ୍ସବ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସରକାରଙ୍କ ନିର୍ଦ୍ଦେଶିତ ବନମହୋତ୍ସବ କାର୍ଯ୍ୟକ୍ରମ ସମସ୍ତ ସହଯୋଗ ରେ ସଫଳତା ର ହୋଇଥିଲା। 

Comments (0)
Add Comment