ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ତରଫରୁ ଟିକା କରଣ

ବରଗଡ଼(କୋଶଲ ନ୍ୟଜ୍):ବରଗଡ ଜିଲ୍ଲା ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ କରୋନା ୧୯ ମହାମାରୀ ଦ୍ଵିତୀୟ
ଲହର ଲାଗି ରହିଥିବାରୁ ସରକାର କଂ ତରଫରୁ କରୋନା ଟୀକାକରଣ କରାଯାଇଛି ।ଆଜି ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ୨୯୭,ରେମଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ୧୬୫, ରେଶମ ୧୬୬,ଧାତୁକପାଲି ୧୬୫ ଓ ଗଣ୍ଡତୁରୁମ ୧୬୫ ଜଣକୁଂ ଟୀକାକରଣ କରାଯାଇଛି ।ମୋଟ ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ୯୫୮ କରୋନା ଟୀକାକରଣ କରାଯାଇଛି। 

Comments (0)
Add Comment