ବୌଦ୍ଧ ଜିଲାରେ ଆଜି ପୁନର୍ବାର ପୋଜିଟିଭ ସଂଖ୍ୟା ଦୁଇଅଙ୍କ ରେ ପହଁଚିଲା

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲାରେ 24 ଘଣ୍ଟା ମଧ୍ୟରେ 13 କରୋନା ପୋଜିଟିଭ ଚି଼ହ୍ନଟ ହୋଇଛନ୍ତି | କ୍ରମାଗତ ଭାବେ ଗତ କାଲି ଏବଂ ଆଜି ଜିଲାରେ କରୋନା ସଂଖ୍ୟା ଦୁଇ ଅଙ୍କକୁ ବୃଦ୍ଧି ପାଇଛି | ଆଜି ସମଗ୍ର ରାଜ୍ୟରେ 2806 ଜଣ ପୋଜିଟିଭ ଚି଼ହ୍ନଟ ହୋଇଛନ୍ତି | ଆଜି ସୁଦ୍ଧା ବୌଦ୍ଧ ଜିଲାରୁ ମୋଟ 12362 ଜଣ କରୋନା ପୋଜିଟିଭ ଚି଼ହ୍ନଟ ହୋଇଛନ୍ତି ସେମାନଙ୍କ ମାଧରୁ 12136 ସୁସ୍ଥ ହୋଇଥିବା ବେଳେ 141 ଜଣ ଚିକିତ୍ସାଧିନ ଥିବା ବେଳେ 85 ଜଣ ମୃତ୍ୟୁ ହୋଇଛି | ବୌଦ୍ଧ ଜିଲ୍ଲାର ମୋଟ ପୋଜିଟିଭ ସଂଖ୍ୟା 12362 ରେ ପହଂଚିଛି

Comments (0)
Add Comment