ବୌଦ୍ଧ ଜିଲାରେ ଆଜି ପୋଜିଟିଭ ସଂଖ୍ୟା 10 ରେ ପହଁଚିଲା

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲାରେ 24 ଘଣ୍ଟା ମଧ୍ୟରେ 10 କରୋନା ପୋଜିଟିଭ ଚି଼ହ୍ନଟ ହୋଇଛନ୍ତି | କ୍ରମାଗତ ଭାବେ ଗତ କାଲି ଏବଂ ଆଜି ଜିଲାରେ କରୋନା ସଂଖ୍ୟା ଦୁଇ ଅଙ୍କକୁ ବୃଦ୍ଧି ପାଇଛି | ଆଜି ସମଗ୍ର ରାଜ୍ୟରେ 2282 ଜଣ ପୋଜିଟିଭ ଚି଼ହ୍ନଟ ହୋଇଛନ୍ତି | ଆଜି ସୁଦ୍ଧା ବୌଦ୍ଧ ଜିଲାରୁ ମୋଟ 12372 ଜଣ କରୋନା ପୋଜିଟିଭ ଚି଼ହ୍ନଟ ହୋଇଛନ୍ତି ସେମାନଙ୍କ ମାଧରୁ 12145 ସୁସ୍ଥ ହୋଇଥିବା ବେଳେ 141 ଜଣ ଚିକିତ୍ସାଧିନ ଥିବା ବେଳେ ଆଜି ଜଣଙ୍କ ମୃତ୍ୟୁ ହୋଇଛି | ବୌଦ୍ଧ ଜିଲ୍ଲାର ମୋଟ ପୋଜିଟିଭ ସଂଖ୍ୟା 12372 ରେ ପହଂଚିଛି|

Comments (0)
Add Comment