ବୌଦ୍ଧ ଜିଲାରେ ନିମ୍ନ ଗାମୀ କରୋନା ଗତ ୨୪ ଘଣ୍ଟା ରେ ୧୨ ଜଣ କରୋନା ପୋଜିଟିଭ ଚି଼ହ୍ନଟ

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲାରେ 24 ଘଣ୍ଟା ମଧ୍ୟରେ 12 କରୋନା ପୋଜିଟିଭ ଚି଼ହ୍ନଟ ହୋଇଛନ୍ତି |ଆଜି ସମଗ୍ର ରାଜ୍ୟରେ 2487 ଜଣ ପୋଜିଟିଭ ଚି଼ହ୍ନଟ ହୋଇଛନ୍ତି | ଆଜି ସୁଦ୍ଧା ବୌଦ୍ଧ ଜିଲାରୁ ମୋଟ 12312 ଜଣ କରୋନା ପୋଜିଟିଭ ଚି଼ହ୍ନଟ ହୋଇଛନ୍ତି ସେମାନଙ୍କ ମାଧରୁ 11999ସୁସ୍ଥ ହୋଇଥିବା ବେଳେ 217 ଜଣ ଚିକିତ୍ସାଧିନ ଥିବା ବେଳେ 84 ଜଣ ମୃତ୍ୟୁ ହୋଇଛି | ବୌଦ୍ଧ ଜିଲ୍ଲାର ମୋଟ ପୋଜିଟିଭ ସଂଖ୍ୟା 12312 ରେ ପହଂଚିଛି

Comments (0)
Add Comment