ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲାରେ 24 ଘଣ୍ଟା ମଧ୍ୟରେ ପୁନର୍ବାର 16 ଜଣ କରୋନା ପୋଜିଟିଭ ଚି଼ହ୍ନଟ ହୋଇଛନ୍ତି | କ୍ରମାଗତ ଭାବେ ଗତ କାଲି ଏବଂ ଆଜି ଜିଲାରେ କରୋନା ସଂଖ୍ୟା ସାମାନ ରହିଛି | ଆଜି ସମଗ୍ର ରାଜ୍ୟରେ କରୋନା ସଂଖ୍ୟା ଦୁଇହାଜର ଉପରେ ରହିଛି 2110 ଜଣ ପୋଜିଟିଭ ଚି଼ହ୍ନଟ ହୋଇଛନ୍ତି | ଆଜି ସୁଦ୍ଧା ବୌଦ୍ଧ ଜିଲାରୁ ମୋଟ 12413
ଜଣ କରୋନା ପୋଜିଟଭ ଚି଼ହ୍ନଟ ହୋଇଛନ୍ତି ସେମାନଙ୍କ ମାଧରୁ 12191 ସୁସ୍ଥ ହୋଇଥିବା ବେଳେ 133 ଜଣ ଚିକିତ୍ସାଧିନ ଅଛନ୍ତି |ଜିଲ୍ଲା ରେ ଆଜି ସୁଦ୍ଧା ମୋଟ 89 ଜଣଙ୍କ ମୃତ୍ୟୁ ହୋଇଛି |ବୌଦ୍ଧ ଜିଲ୍ଲାର ମୋଟ ପୋଜିଟିଭ ସଂଖ୍ୟା 12413 ରେ ପହଂଚିଛି| ବୌଦ୍ଧ ଜିଲ୍ଲା ରେ କରୋନା ଏବେ କିଛି ଦିନ ଧରି ଉପର ତଳ ହେଉଛି ତେଣୁ ଜନସାଧାରଣଙ୍କୁ ଅନୁରୋଧ ଟୀକା ନେବା ସହ କୋଭିଡ ନିୟମ ପାଳନ କରନ୍ତୁ ଏବଂ ଜିଲ୍ଲା କୁ କରୋନା ମୁକ୍ତ କରିବାରେ ସାହାର୍ଯ୍ୟ କରନ୍ତୁ