ବୌଦ୍ଧ ରେ କରୋନା ସ୍ଥିତି ନିମ୍ନ ଗାମୀ

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲା ରେ ଗତ 24 ଘଣ୍ଟା ରେ 11ଜଣ କରୋନା ପୋଜିଟିଭ ଚି଼ହ୍ନଟ ହୋଇଛନ୍ତି | ବର୍ତମାନ ସୁଦ୍ଧା ଜିଲ୍ଲା ରେ ମୋଟ କରୋନା ପୋଜିଟିଭ ସଂଖ୍ୟା ହେଉଛି 12424 ଜଣ ରେ ପହଂଚିଛି, ସୁସ୍ଥ ହୋଇଛନ୍ତି 12212 ଜଣ ଏବଂ ଚିକିତ୍ସାଧିନ ଅଛନ୍ତି 122 ଜଣ ଜିଲ୍ଲା ରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା 90 ଜଣଙ୍କ ହୋଇଛି |ଆଜି ସାରା ରାଜ୍ୟରେ କରୋନା ପୋଜିଟିଭ ସଂଖ୍ୟା 2070 ଚି଼ହ୍ନଟ ହୋଇଛନ୍ତି

Comments (0)
Add Comment