ବୌଦ୍ଧ ରେ କରୋନା ସଂଖ୍ୟା ୧୬ କୁ ବୃଦ୍ଧି

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲା ରେ ଗତ 24 ଘଣ୍ଟା ରେ 16 ଜଣ କରୋନା ପୋଜିଟିଭ ଚି଼ହ୍ନଟ ହୋଇଛନ୍ତି | ବର୍ତମାନ ସୁଦ୍ଧା ଜିଲ୍ଲା ରେ ମୋଟ କରୋନା ପୋଜିଟିଭ ସଂଖ୍ୟା ହେଉଛି 12446 ଜଣ ରେ ପହଂଚିଛି, ସୁସ୍ଥ ହୋଇଛନ୍ତି 12242 ଜଣ ଏବଂ ଚିକିତ୍ସାଧିନ ଅଛନ୍ତି 108 ଜଣ ଜିଲ୍ଲା ରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା 96 ଜଣଙ୍କ ହୋଇଛି |ଆଜି ସାରା ରାଜ୍ୟରେ କରୋନା ପୋଜିଟିଭ ସଂଖ୍ୟା 2215 ଚି଼ହ୍ନଟ ହୋଇଛନ୍ତି

Comments (0)
Add Comment