ବୌଦ୍ଧ ରେ କରୋନା ନିମ୍ନକୁ ଖସିଲା

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲା ରେ ଗତ 24 ଘଣ୍ଟା ରେ 7ଜଣ କରୋନା ପୋଜିଟିଭ ଚି଼ହ୍ନଟ ହୋଇଛନ୍ତି | ବର୍ତମାନ ସୁଦ୍ଧା ଜିଲ୍ଲା ରେ ମୋଟ କରୋନା ପୋଜିଟିଭ ସଂଖ୍ୟା ହେଉଛି 12461 ଜଣ ରେ ପହଂଚିଛି, ସୁସ୍ଥ ହୋଇଛନ୍ତି 12253 ଜଣ ଏବଂ ଚିକିତ୍ସାଧିନ ଅଛନ୍ତି 109 ଜଣ ଜିଲ୍ଲା ରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା 99 ଜଣଙ୍କ ହୋଇଛି |ଆଜି ସାରା ରାଜ୍ୟରେ କରୋନା ପୋଜିଟିଭ ସଂଖ୍ୟା 2085 ଚି଼ହ୍ନଟ ହୋଇଛନ୍ତି |

Comments (0)
Add Comment