ବୌଦ୍ଧ ରେ ମାଓ ସଂଘର୍ଷ ଆହତ ଯବାନଙ୍କୁ ଏଆର ଲିଫ୍ଟ

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲା ରେ କଣ୍ଟାମାଲ ବ୍ଲକ ଅନ୍ତର୍ଗତ ଉମା ଗ୍ରାମପଞ୍ଚାୟତ ର ବୌଦ୍ଧ -କନ୍ଧମାଳ ସୀମାନ୍ତ ଅଞ୍ଚଳ ସମଡ଼ଙ୍ଗୀ -ନାଦେନ ଘାଟି ରେ ମାଓବାଦୀ ଏବଂ ସୁରକ୍ଷା କର୍ମୀ ଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା | ଏଥିରେ ଉଭୟ ପକ୍ଷ ର କ୍ଷୟ କ୍ଷତି ହୋଇଛି | ଆହତ ଯବାନ ମାନଙ୍କୁ ଉଦ୍ଧାର କରାଯାଇଛି ତାଙ୍କୁ ଏଆର ଲିଫ୍ଟ ରେ ଭୁବନେଶ୍ୱର ପଠା ଯାଇଛି | ଉଚ୍ଚ ସୁରକ୍ଷା ପଦାଧିକାରୀ ବୌଦ୍ଧକୁ ଆସି ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି |

Comments (0)
Add Comment