ବୈଶୟିକ ଶିକ୍ଷା ପରିଷଦରେ ନାମ ଲେଖା ପାଇଁ ଆବେଦନ ଆରମ୍ଭ

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲାର ଆଇ ଟି ଆଇ ଏବଂ ପୋଲିଟେକନିକ ରେ ନାମ ଲେଖାଇବା ପାଇଁ ଆବେଦନ ଆରମ୍ଭ କରିବାକୁ ପରିଷଦ ତରଫରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି | ଇଛୁକ ଛାତ୍ର ଛାତ୍ରୀ ମାନେ ଏହି ସୁଯୋଗ ନିଅନ୍ତୁ |

Comments (0)
Add Comment