ବାଗଡି ଖେଳ ରେ ବୌଦ୍ଧ ର ଝିଅ ଇତିଶ୍ରୀ ଆଣିଲେ ଗୌରବ

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲାର ମନମୁଣ୍ଡାର ସଂଜୀବନୀ ମେଡିକାଲ ଷ୍ଟୋର ର ମାଲିକ ସତ୍ୟାନନ୍ଦ ମିଶ୍ର ଙ୍କ ଝିଅ ତଥା ନବୋଦୟ ବିଦ୍ୟାଳୟ ର ଶିକ୍ଷୟତ୍ରୀ ଇତିସ୍ମିତା ମିଶ୍ର ଲୁପ୍ତ ପ୍ରାୟ ଗ୍ରାମ୍ୟ ସ୍ତରୀୟ ବାଘ ଛେଳି ଖେଳ ବା ବାଗୁଡ଼ି ଖେଳ କୁ ଜାତୀୟ ସ୍ତରରେ ପହଞ୍ଚାଇ ପାରିଛନ୍ତି | ସେ ବୌଦ୍ଧ ଜିଲ୍ଲାର ଗୌରବ ବୃଦ୍ଧି କରିଛନ୍ତି | କେନ୍ଦ୍ର ସରକାର ଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ରେ ଉକ୍ତ ଖେଳକୁ ଉପସ୍ଥାପନା କରିଥିଲେ |

Comments (0)
Add Comment