ସେବିକା ବେଳା ରାଣୀ ବୋଷଙ୍କ ପରଲୋକ

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲା ରେ ବିଭିନ୍ନ ଡାକ୍ତରଖାନା ରେ ନର୍ସ ଭାବେ କାର୍ଯ୍ୟ କରି ସମସ୍ତଙ୍କ ପ୍ରିୟ ବେଲାରାଣୀ ବୋଷ ଆଉ ଆମ ଗହଣରେ ନାହାନ୍ତି |ସେ ଆଜି ପୁରୁଣାକଟକ ବାସଭବନ ରେ 95 ବର୍ଷ ବୟସ ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ତାଙ୍କ ମୃତ୍ୟୁ ରେ ଆତ୍ମୀୟ ସ୍ୱଜନ ଏବଂ ଅନେକ ତାଙ୍କୁ ମନେ ପକାଇ ଶୋକ ବ୍ୟକ୍ତ କରିଛନ୍ତି | ସେ ଜଣେ ଉତ୍ତମ ସେବିକା ଭାବେ ବୌଦ୍ଧ ର ବିଭିନ୍ନ ଅଞ୍ଚଳ ରେ କାର୍ଯ୍ୟ କରି ପ୍ରଶଂସା ପାଇଥିଲେ |

Comments (0)
Add Comment