ବୌଦ୍ଧ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ରୂପେ ଅଟଳ ପ୍ରଧାନ ନିଯୁକ୍ତ

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲାର ବିଜେପି ସଭାପତି ବିପ୍ର ଚରଣ ମହାନ୍ତି ଙ୍କ ସୂଚନା ମତେ ଆଜି ପୂର୍ବତନ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ର ଛାତ୍ର ସଂସଦ ର ସଭାପତି ଅଟଳ ପ୍ରଧାନ ଙ୍କୁ ଜିଲ୍ଲାର ବିଜେପି ଯୁବ ମୋର୍ଚ୍ଚା ସଭାପତି ରୂପେ ନିଯୁକ୍ତ କରାଯାଇଛି | ସେ ଜଣେ ଉତ୍ତମ ଯୁବ ସଂଗଠକ ଭାବେ ପରିଚିତ | ବୌଦ୍ଧ ଜିଲ୍ଲାର ଯୁବ ବର୍ଗ ଏହା ଦ୍ୱାରା ଆକୃଷ୍ଟ ହେବାର ଆଶା କରାଯାଉଛି |

Comments (0)
Add Comment