ବୌଦ୍ଧ ରାଇସ ମିଲ ମାଲିକ ସଙ୍ଘ ବୈଠକ

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲା ରେ ଗତ ଶନିବାର ଦିନ ବୌଦ୍ଧର ଜାମ୍ମୁ ଛକ ଠାରେ ଜିଲ୍ଲାର ରାଇସ ମିଲ ସଙ୍ଘ ର ନୂତନ କାର୍ଯ୍ୟାଳୟକୁ ଉଦଘାଟନ କରିବା ସହ ସଙ୍ଘ ର କର୍ମ କର୍ତା ଚୟନ କରାଯାଇଛି | ଏହି ବୈଠକ ରେ ସଭାପତି ଭାବେ ସର୍ବ ସମ୍ମତି କ୍ରମେ ଅଶୋକ ଅଗ୍ରୱାଲା ମନୋନୀତ ହୋଇଛନ୍ତି | ସମ୍ପାଦକ ଶଙ୍କର ମେହେର, କୋଷାଧ୍ୟକ୍ଷ ଅନିମେଷ ଅଗ୍ରୱାଲଙ୍କୁ ମନୋନୀତ କରାଯାଇଛି | ଏହି ବୈଠକ ରେ ଜିଲ୍ଲାର ଧାନ ବିକ୍ରି ପାଇଁ ସୁବିଧା ବ୍ୟବସ୍ଥା କରିବାକୁ ନିଷ୍ପତି ହୋଇଛି

Comments (0)
Add Comment