ବଘିଆପଡା ଠାରେ ୭୨ ତମ ବନମୋହତ୍ସବ ପାଳିତ

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲାର ବଘିଆପଡା ଠାରେ ବୌଦ୍ଧ ରେଞ୍ଜ ତରଫରୁ 72 ତମ ବନମୋହତ୍ସବ ପାଳିତ ହୋଇଯାଇଛି | ବୃକ୍ଷରୋପଣ କାର୍ଯ୍ୟକ୍ରମ ରେ ରେଞ୍ଜ ଅଧିକାରୀ ପ୍ରଦୀପ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ | ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ସଦସ୍ୟା ଏବଂ ସ୍ଥାନୀୟ ଜନସାଧାରଣ ବୃକ୍ଷ ରୋପଣ କରିଥିଲେ |ଏହି କାର୍ଯ୍ୟକ୍ରମ ରେ ବନବିଭାଗ ର କର୍ମଚାରୀ ମାନେ ସହଯୋଗ କରିଥିଲେ |

Comments (0)
Add Comment