ହରଭଙ୍ଗାରେ ବନ ମହୋତ୍ସବ

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ର ପାହାଡିଆ ସୀମାନ୍ତ ଦୁର୍ଗମ ଅଞ୍ଚଳମାଧପୁର ରେଞ୍ଜ ଅନ୍ତର୍ଗତ ଆଡନିଗାଡ ପଞ୍ଚାୟତରେ 72ତମ ବନ ମହୋତ୍ସବ ପାଳିତ ହୋଇ ଯାଇଛି | ତଳଗାଁ ର ନୀଳକଣ୍ଠେଶ୍ଵର ମନ୍ଦିର ପାର୍ଶ୍ଵ ରେ ବୃକ୍ଷ ରୋପଣ କରାଯାଇଛି | ଫରେଷ୍ଟ ର କଲେକ୍ଟର ବେହେରା, ଗାର୍ଡ ପ୍ରକାଶ ପ୍ରଧାନ ଏବଂ ସୁଶାନ୍ତ ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ |

Comments (0)
Add Comment