ବୌଦ୍ଧ ଜିଲାରେ ଗୋଟିଏ ପରେ ଗୋଟିଏ ଅମୁଲ୍ୟ ଜୀବନ କରୋନା ରେ ଚାଲିଯାଉଛି

ବୌଦ୍ଧ (କୋଶଲ ନ୍ୟୁଜ୍) କରୋନା ର ଦ୍ଵିତୀୟ ଲହରୀ ରେ ବୌଦ୍ଧ ଜିଲାରୁ 83 ଜଣ ମୃତ୍ୟୁ ବରଣ କରିଛନ୍ତି | ଗତ କାଲି କଣ୍ଟାମାଲ ବ୍ଲକ ଖଟଖଟିଆ ଗ୍ରାମ ପଂଚାୟତ ର ବ୍ରାହ୍ମଣୀ ଗାଁ ର ମିଷ୍ଟଭାଷୀ ଯୁବକ ଗୋପାଳ କର୍ମୀ ଙ୍କ କରୋନା ଜନିତ ମୃତ୍ୟୁ ବୁର୍ଲା ଠାରେ ହୋଇଯାଇଛି | ତାଙ୍କର ଏକଳ ବିୟୋଗରେ ସ୍ଥାନୀୟ ଅଞ୍ଚଳ ରେ ଶୋକାର ଛାୟା ଖେଳି ଯାଇଛି |

Comments (0)
Add Comment