ବୌଦ୍ଧ ଜିଲ୍ଲା ରେ ଜ୍ଞାନ ରଞ୍ଜନ ମହାନ୍ତି ଏସ ପି ଭାବରେ ନିଯୁକ୍ତି

ବୌଦ୍ଧ (କୋଶଲ ନ୍ୟୁଜ୍) ଆଜି ରାଜ୍ୟ ସରକାର ବୌଦ୍ଧ ଜିଲ୍ଲା ରେ ଆରକ୍ଷୀ ଅଧିକ୍ଷକ ରୂପେ ଜ୍ଞାନ ରଞ୍ଜନ ମହାନ୍ତି ଙ୍କୁ ନିଯୁକ୍ତି କରିଛନ୍ତି | ଏହା ପୂର୍ବରୁ ଶ୍ରୀଯୁକ୍ତ ମହାନ୍ତି ରାଜ୍ୟର ଅର୍ଥନୈତିକ ଅପରାଧ ଶାଖା ର ଅତିରିକ୍ତ ଏସ ପି ଥିଲେ ତାଙ୍କୁ ପ୍ରମୋସନ କରାଯାଇ ବୌଦ୍ଧ ଜିଲ୍ଲା ରେ ଅବସ୍ଥାପିତ କରା ଯାଇଛି | ଦାୟିତ୍ୱ ଗ୍ରହଣ କଲା ପରେ ସେ ସମସ୍ତ କର୍ମଚାରୀ ମାନଙ୍କ ସହ ଉତ୍ତମ ସମ୍ପର୍କ ସ୍ଥାପନ ପାଇଁ ଚେଷ୍ଟା କରି ଅପରାଧିକ କାର୍ଯ୍ୟ କଲାପ ଦୂର କରିବାକୁ କହିଛନ୍ତି |

Comments (0)
Add Comment